ତାତିରୁ ମିଳିଛି ସାମନ୍ୟ ଆଶ୍ୱସ୍ତି: ୬ ରୁ ପୁଣି ବଢିବ ଖରା: ୪୨ ଡିଗ୍ରୀ ଛୁଇଁବ ପାରଦ: ପାଣିପାଗ ବିଭାଗର ସର୍ତକ ସୂଚନା
ଆଜିଠୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ- ଇଂଲଣ୍ଡ ଚତୁର୍ଥ ତଥା ଶେଷ ଟେଷ୍ଟ: ଆଉ ଏକ ସ୍ପ୍ରିନ୍ ଟ୍ରାକରେ ଇଂଲଣ୍ଡକୁ ଘାଇଲା କରିବାକୁ ରଣନୀତି: ଭାରତୀୟ ସମୟ ସକାଳ ସାଢେ ୯ଟାରୁ ଆରମ୍ଭ ହୋଇଛି ମ୍ୟାଚ
ବିଶ୍ୱରେ ୨୨୧ ଦେଶକୁ ଗ୍ରାସ କରିଛି ମହାମାରୀ କରୋନା: ମୋଟ ମୃତ୍ୟୁସଂଖ୍ୟା ୨୫ ଲକ୍ଷ ୭୦ ହଜାର ୪୪୭କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୫୭ ଲକ୍ଷ ୪୪ ହଜାର ୯୦: ସୁସ୍ଥ ସଂଖ୍ୟା ୯ କୋଟିରୁ ଅଧିକ
ବହୁ ଚର୍ଚ୍ଚିତ ଅଞ୍ଜନା ଗଣ ଦୁଷ୍କର୍ମ ମାମଲା: ଆଜି ଝାରପଡା ଜେଲରୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ: ଘଟଣାସ୍ଥଳକୁ ନେଇ କରାଯାଇପାରେ ସିନ୍ ରିକ୍ରିଏସନ୍