Before Header

ଆଇନ ବିଭାଗରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ୍ ନିଖୋଜ

0 37

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଇନ ବିଭାଗରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ୍ ନିଖୋଜ । ଫାଇଲ ନମ୍ବର ଜେଟିଏ/୨୦୦୬ ପିଟି ଓ ଜେଟିଏ/ ୨୦୧୪ ମିଳୁ ନାହିଁ ।

ଏ ସମ୍ପର୍କରେ ଆଇନ ବିଭାଗର ଡେପୁଟି ସେକ୍ରେଟାରୀ ବିଭାଗୀୟ ସମସ୍ତ କର୍ମଚାରୀମାନଙ୍କୁ ୧୮ତାରିଖରେ ଚିଠି ଲେଖିଛନ୍ତି । ତୁରନ୍ତ ଏହି ଦୁଇ ଫାଇଲ ଖୋଜି ବାହାର କରିବାକୁ ଆଇନ ବିଭାଗ ଡେପୁଟି ସେକ୍ରେଟାରୀ ତାଗିଦ୍ କରିଛନ୍ତି ।

Leave A Reply

Your email address will not be published.