Masthead

ନଗଡ଼ାରେ ବଡ଼ ଖବର

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଭୋକର ଭୂଗୋଳ ଯାଜପୁର ଜିଲ୍ଳା ନଗଡ଼ାରେ ବଡ଼ ଖବର । ପୁଷ୍ଟିହୀନତାର ଶିକାର ହେଉଥିବା ଶିଶୁ ଓ ସେମାନଙ୍କ ପରିବାରର ସଦସ୍ୟଙ୍କ ମୁହଁରେ ହସ ଫୁଟାଇବା ପାଇଁ ବଡ଼ ଖବର ତା’ର ସାମାଜିକ ଦାୟିତ୍ୱବୋଧକୁ ତୁଲାଇବାକୁ ଯାଉଛି ।

ସୋମବାରଠାରୁ ତଳ ନଗଡ଼ା, ଉପର ନଗଡ଼ା, ମଝି ନଗଡ଼ା, ନାଲିଆଡାକ, ଗୋହିଆଶୋଳ, ଅଶୋକଝର, ପୁରୁଣାପାଣି, କାଞ୍ଜିଆପାଳରେ ବଣ୍ଟାଯିବ ଶୁଖିଲା ଖାଦ୍ୟ । ପ୍ରତିଦିନ ୫୦୦ ଲୋକଙ୍କୁ ବଣ୍ଟାଯିବ ଚାଉଳ, ଡାଲି, ବିସ୍କୁଟ, ହଳଦୀଗୁଣ୍ଡ, ଲୁଣ ପ୍ରଭୃତି । ବଡ଼ ଖବରର ଏହି ବଡ଼ ଅଭିଯାନରେ ସାମିଲ ହୋଇଛି ସତାର ସ୍ମୃତି ସଂସଦ ।

ଦୀର୍ଘ ୨୦ବର୍ଷ ହେବ ସମାଜସେବାରେ ସାମିଲ୍ ହୋଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ସତାର ସ୍ମୃତି ସଂସଦ ବଡ଼ ଖବର ଅଭିଯାନରେ ସାମିଲ ହୋଇଥିବାରୁ ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ସଂସଦର କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା