Masthead

ଷଣ୍ଢ ପ୍ରେମୀ ସୌରଭ

ବନ୍ତ (ବଡ଼ ଖବର ବ୍ୟୁରୋ): ବନ୍ତରୁ ପୁରୀ ପର୍ଯ୍ୟନ୍ତ ୨୩୦ କିମି ବ୍ୟବଧାନ ରାସ୍ତାକୁ ମାତ୍ର ୨୮ ଘଣ୍ଟାରେ ଦୌଡ଼ି ସୁନାମ ଅର୍ଜନ କରିଥିବା ଯୁବ ଧାବକ ସୌରଭ ସେଠୀଙ୍କ ଆଉ ଏକ ମହାନତା ନଜରକୁ ଆସିଛି। ଗାଡ଼ି ଧକ୍କାରେ ହେଉ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଆହତ ହୋଇଥିବା ଷଣ୍ଢଙ୍କ ଚିକିତ୍ସା କରୁଛନ୍ତି । ସୌରଭ ନିଜ କାନ୍ଧରେ ଉଠାଇ ଆଣି ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା କରାଉଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ମହତ କାର୍ଯ୍ୟକୁ ବନ୍ତ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରୁଛନ୍ତି ।

ଏମିତି ରାସ୍ତାରେ ବୁଲୁଥିବା ୨୦ ରୁ ୩୦ ଷଣ୍ଢଙ୍କ ପାଇଁ ସେ ନିୟମିତ ଭାବେ ପରିବା, ଫଳ, କୁଟା, ବିସ୍କୁଟ ଇତ୍ୟାଦି ଖାଇବାକୁ ଦେଉଛନ୍ତି । ଏବେ ସେ ଏକ ଗୁହାଳ କରି ଆହତ ଷଣ୍ଢମାନଙ୍କୁ ରଖି ଚିକିତ୍ସା ପରେ ଛାଡୁଛନ୍ତି। ବନ୍ତରୁ ପୁରୀ ଦୌଡ଼ି ନିଜ ଜିଲ୍ଲାରେ ସୁନାମ ଅର୍ଜନ କରିଥିବା ଏହି ଧାବକ ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରଶିକ୍ଷଣ ପାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପତ୍ର ମଧ୍ୟ ଲେଖିଥିଲେ । ହେଲେ କୌଣସି ସୁଫଳ ପାଇନଥିଲେ । ଯଦି ଆଗାମୀ ଦିନରେ ସରକାର ସହଯୋଗର ହାତ ବଢାଇଲେ ଆଗକୁ ଭଲ କାମ କରିବେ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ