Masthead

ବରଗଡ଼ରେ ଥିଲା ଗୁଡ୍ଡୁ ମୁସଲିମ, ସିସିଟିଭିରେ ଫୁଟେଜ

ବରଗଡ଼(ବଡ଼ ଖବର ବ୍ୟୁରୋ): ବରଗଡ଼ରେ ଥିଲା ଗୁଡ୍ଡୁ ମୁସଲିମ । ସିସିଟିଭି ଫୁଟେଜ ଦେଲା ପ୍ରମାଣ । ଉତ୍ତର ପ୍ରଦେଶର ଚର୍ଚ୍ଚିତ ରମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଗୁଡ୍ଡୁ ମୁସଲିମ ଓଡ଼ିଶାରେ ଆତ୍ମଗୋପନ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପ୍ରଥମେ ସେ ପୁରୀରେ ଥିବା ୟୁପି ଏସଟିଏଫ୍ ଜାଣିପାରିଥିଲା ।

ଏସଟିଏଫ୍ ଆସୁଥିବା ଜାଣି ମୃତ ଗ୍ୟାଙ୍ଗଷ୍ଟରଅତିକ୍ ଅହମ୍ମଦର ମୁଖ୍ୟ ସହଯୋଗୀ ଗୁହ୍ଡୁ ବରଗଡ଼ ଚାଳିଯାଇଥିଲା । ଅତିକ୍ ଗ୍ୟାଙ୍ଗର ବମବାଜ ଗୁଡ୍ଡୁ ଏପ୍ରିଲ ୧୧ ଦିନ ୧ଟା ବେଳେ ବରଗଡ଼ରେ ବୁଲୁଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ବୋମା ଭିଡିବା ଓ ବିସ୍ଫୋରଣ ଘଟାଇ ମଣିଷ ମାରିବାରେ ମାହିର ଗୁଡ୍ଡୁ ୟୁପି ପୋଲିସର ମୋଷ୍ଟ ୱାଣ୍ଟେଡ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼