Before Header

ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଓ ଏମଏସ୍ ସ୍ୱାମୀନାଥନଙ୍କୁ ମିଳିବ ଭାରତ ରତ୍ନ

0 815

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିହ୍ମା ରାଓ ଓ ଚୌଧୁରୀ ଚରଣ ସିଂହଙ୍କୁ ମିଳିବ ସମ୍ମାନଜନକ ଭାରତ ରତ୍ନ। ସେହିପରି ବିଶିଷ୍ଟ କୃଷି ବିଜ୍ଞାନୀ ଡକ୍ଟର ଏମ୍ ଏସ୍ ସ୍ୱାମୀନାଥନଙ୍କୁ ମଧ୍ୟ ଭାରତ ରତ୍ନ ମିଳିବା ନେଇ ଘୋଷଣା ହୋଇଛି । ୩ ଜଣଙ୍କୁ ଭାରତ ରତ୍ନ ନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Leave A Reply

Your email address will not be published.