Masthead

ପ୍ଲାଜ୍ମାଦାନ କଲେ ଭୁଷଣ କମ୍ପାନିର ୯ କର୍ମଚାରୀ

ରେଙ୍ଗାଲି, ( ବଡ଼ ଖବର ବ୍ୟୁରୋ): କରୋନାରୁ ସୁସ୍ଥ ହୋଇ ପ୍ଲାଜ୍ମାଦାନ କଲେ ଭୁଷଣ ଷ୍ଟିଲ କର୍ମଚାରୀ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଠେଲକୋଲେଇ ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ କମ୍ପାନୀର ୯ ଜଣ କର୍ମଚାରୀ କରୋନା ମହାମାରୀରୁ ଆରୋଗ୍ୟା ହେବା ପରେ ପ୍ଲାଜାମା ଦାନ କରିଛନ୍ତି । କମ୍ପାନୀରେ କାର୍ୟ୍ୟରତ କର୍ମଚାରୀ ସନ୍ତୋଷ ମହାନ୍ତି, ବ୍ରଜମୋହନ ଉପାଧ୍ୟାୟ, ଜଗବନ୍ଧୁ ହାତୀ, ବିକ୍ରମ ବେହେରା, ସୁମନ୍ତ ବିଶି, ଶମ୍ବୁନାଥ ଠାକୁର, ବିଜୟ ବାହାଦୂର, ପର୍ଶୁରାମ ବିଶ୍ବାଳ ଓ କରନ ବେହେରା ପ୍ରମୁଖ ପ୍ଲାଜାମା ଦାନ କରିଛନ୍ତି । ଭୂଷଣ କମ୍ପାନୀ ପକ୍ଷରୁ ଏମାନଙ୍କୁ ବୁଷ୍ଟର କିଟସ୍ ପ୍ରଦାନ କରି ଉତ୍ସାହିତ କରିବା ସହ ସମ୍ବର୍ଦ୍ଧନା ଦିଆଯାଇଥଲା। ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ କମ୍ପାନୀର କାର୍ୟ୍ୟ ନିର୍ବାହୀ ନିର୍ଦ୍ଦେଶକ ଦିନେଶ ଯାଦବ,ଏଡିଏମ ଗୋପାଳ ଶର୍ମା, ପିଆରଓ ପ୍ରମୋଦ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ସମ୍ଭର୍ଦ୍ଧିତ କରିଥିଲେ ।  ଆଗାମୀ ଦିନରେ କମ୍ପାନୀର ଅନ୍ୟ କର୍ମଚାରୀ ମାନେ ମଧ୍ୟ ପ୍ଲାଜ୍ମାଦାନ କରିବେ ବୋଲି ଭୂଷଣ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ