Masthead

ରୋହିଣୀକାନ୍ତଙ୍କ ଅସରନ୍ତି ଦୁଃଖ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ରହିବାକୁ ଘର ଅଛି, ହେଲେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ କିରଣ ଘରେ ବେଶ୍ ଭଲରେ ପଡୁଛି । ବର୍ଷାରେ କାନ୍ଥ ଓଦା ହୋଇ ଭୁଶୁଡିବାକୁ ବସିଲାଣି । ଚାଳପଟୁ ସରୀସୃପ ଘରେ ବସା କଲେଣି । ଏମିତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମାହାଙ୍ଗା ବ୍ଲକ ଭଦରେଶ୍ୱର ଗୋପାଳପୁରର ରୋହିଣୀକାନ୍ତ ଦାସ ।

ରୋହିଣୀକାନ୍ତ ପେସାରେ ଚାଷୀ । ୩ କୁଟୁମ୍ବକୁ ନେଇ ତାଙ୍କ ପରିବାର । କଷ୍ଟେମଷ୍ଟେ ଚଳିଯାଉଛି ତାଙ୍କ ଜୀବନ ସଂସାର । ଫନିବାତ୍ୟା ସହାୟତା ପାଇଁ ଆବେଦନ କରିଥିଲେ, ହେଲେ କିଛି ମିଳିଲା ନି । ସରପଞ୍ଚଙ୍କୁ ନିଜ ଦୁଃଖ କଥା ବାରମ୍ବାର ଜଣାଇଛନ୍ତି, କିନ୍ତୁ ସରପଞ୍ଚ କର୍ଣ୍ଣପାତ କରିନାହାନ୍ତି ।

ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ ଆସୁଥିବା ଶୁଣି ବଡ଼ ଖବର ପ୍ରତିନିଧିଙ୍କୁ ଯୋଗାଯୋଗ କରି ତାଙ୍କ ଦୁଃଖ ବଖାଣିଛନ୍ତି । ଦେଖିବାକୁ ବାକି ରହିଲା ସରକାର ରୋହିଣୀଙ୍କ କଥା କେବେ ଶୁଣୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼