Masthead

ଲୋକଙ୍କୁ ଭୂତେଇବା ପାଇଁ ଯୋଜନା ଘୋଷଣା କରାଯାଇଛି: ବିଜୟ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ନେଇ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ୪ ହଜାର କୋଟିର ନୂଆ ଯୋଜନାର ଉଦେ୍ଦଶ୍ୟ ବିଜେଡି କର୍ମୀଙ୍କୁ ପୋଷିବା ପାଇଁ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ । ସେ କହିଛନ୍ତି ଲୋକଙ୍କ ଅର୍ଥରେ ବିଜେଡିକୁ ଜିତେଇବା ପାଇଁ ତରବରିଆ ଭାବରେ ଘୋଷଣା କରିଛନ୍ତି । ୪ ହଜାର କୋଟି ଟଙ୍କାରେ ୧ ହଜାର ଶୀତଳ ଭଣ୍ଡାର ଘୋଷଣା ହୋଇ ପାରିଥାନ୍ତା । କାହିଁକି କଲେନି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।

ସେ ଆହୁରି ମଧ୍ୟ କହିଛନ୍ତି ଏହା ବିଜେଡିର ନିର୍ବାଚନୀ ଇସ୍ତାହାର ଥିଲା । ଓଡ଼ିଶାରେ ବର୍ଷକରେ ସ୍କୁଲର ମାନ ଖସିଲା । ଏକ ବର୍ଷ ରେ ୫୦ ହଜାର ସ୍କୁଲ ଭିତରୁ ୪୧ ହଜାର କ୍ଲାସରେ ଅଲଗା କ୍ଲାସ ରୁମ ନାହିଁ ।ଏହି ଟଙ୍କା ରେ ଗୋଟିଏ ଦୁଇଟି କ୍ଲାସ ରୁମ ହୋଇପାରିଥାନ୍ତା ।ଶିକ୍ଷାର ଇଣ୍ଡେକ୍ସ ଖସିବା କାରଣ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ।୫୩ ହଜାର ଶିକ୍ଷକ ପଦବୀ ଖାଲିଲୁଟ କରିବା ପାଇଁ ଏହି ଯୋଜନା ଘୋଷଣା କରାଯାଉଛି ।

ଅନେକ ସମସ୍ୟା ଥିଲେ ବି ସମସ୍ୟାର ଉତ୍ତର ବିଜେଡି ପାଖରେ ନାହିଁ । ଲୋକଙ୍କୁ ଭୂତେଇବା ପାଇଁ ଏହି ଯୋଜନା ଘୋଷଣା କରାଯାଇଛି ।ବିଜେଡି କର୍ମୀଙ୍କୁ କିମ୍ବା ବିଜେଡି ଦ୍ୱାରା ମନୋନୀତ ଠିକାଦାରଙ୍କୁ ଏହି ଅର୍ଥ ଦିଆଯିବ ।ଏ କାମ ସବୁ ଓଡ଼ିଶା ବାହାର ଠିକାଦାରଙ୍କୁ ଯାଉ ବୋଲି ଯୋଜନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା