Masthead

ଅଲଗା ହେବେ ବିଲ ଗେଟସ ଓ ମିଲିଣ୍ଡା ଗେଟସ

ୱାସିଂଟନ(ବଡ଼ ଖବର ବ୍ୟୁରୋ): ଅଲଗା ହେବେ ବିଲଗେଟସ ଓ ମିଲିଣ୍ଡା ଗେଟସ । ମଙ୍ଗଳବାର ଏନେଇ ଉଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଆଉ ଏକାଠି ରହି ଆଗକୁ ବଢ଼ିପାରିବୁ ବୋଲି ମନେକରୁନାହୁଁ । ତେଣୁ ବହୁ ଭାବିଚିନ୍ତି ଅଲଗା ହେବା ନେଇ ନିଷ୍ପତ୍ତି ନେଇଛୁ । ତେବେ ଗତ ୧୭ବର୍ଷ ମଧ୍ୟରେ ଏକାଠି ରହି ୩ଜଣ ପିଲାଙ୍କୁ ମଣିଷ କରିଛୁ । ଏହା ବ୍ୟତୀତ ବିଲ ଓ ମାଲିଣ୍ଡା ଭଳି ଫାଉଣ୍ଡେସନ ମଧ୍ୟ କରିଛୁ । ଯାହା ବିଶ୍ୱର ଅନେକ ଲୋକଙ୍କୁ ସୁସ୍ଥ ଓ ଉନ୍ନତ ଜୀବନ ବଞ୍ଚିବାରେ ସାହାଯ୍ୟ କରିଛି ।

ଆଗକୁ ଏହାର କାର୍ଯ୍ୟଧାରା ଜାରି ରହିବ । ଭିତ୍ତିଭୂମି ଆହୁରି ପ୍ରଶସ୍ତ କରାଯିବ । ଆମେ ଅଲଗା ହେଲେ ମଧ୍ୟ ଏହି ଫାଉଣ୍ଡେସନର କାର୍ଯ୍ୟ ପ୍ରଭାବିତ ହେବନି । କିନ୍ତୁ ଦମ୍ପତ୍ତି ଭାବେ ଆଉ ଆଗକୁ ବଢ଼ିପାରିବୁ ନାହିଁ । ତେବେ ୧୯୮୭ରେ ମିଲିଣ୍ଡା ଟେକ କମ୍ପାନୀ ମାଇକ୍ରୋସଫ୍ଟରେ ଯୋଗଦେବା ପରେ ବିଲ ଗେଟସଙ୍କ ସହ ଦେଖା ହୋଇଥିଲା । ୧୯୯୪ରେ ଉଭୟ ପ୍ରେମ ବିବାହ କରିଥିଲେ । ଆଉ ଏବେ ଦୁହେଁ ଅଲଗା ହେବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ