Masthead

ରଥରୁ ନେଇ ଆଜି ଯାଏଁ ୭ ଦିନରେ ୮ ବିଭ୍ରାଟ, କେମିତି ସହୁଛନ୍ତି ଜଗନ୍ନାଥ

ପୁରୀ (ବଡ଼ ଖବର ବ୍ୟୁରୋ): ଗୋଟିଏ ପରେ ଗୋଟିଏ ବିଭ୍ରାଟ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ଆଗକୁ ଅଛି ବାହୁଡ଼ା, ସୁନାବେଶ, ଅଧରପଣା, ନୀଳାଦ୍ରିବିଜେ । ପ୍ରଶ୍ନ ଉଠୁଛି ଯେ ଆଗକୁ ସେଭଳି କିଛି ତ୍ରୁଟି ଦେଖାଯିବନି ତ?

ରଥଯାତ୍ରାରୁ ବିଭ୍ରାଟ ପରେ ବିଭ୍ରାଟ । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟି ତ୍ରୁଟି ।

୧.ରଥଯାତ୍ରା ଦିନ ପହଣ୍ଡି ବେଳେ ଝୁଙ୍କି ପଡ଼ିଲେ ମହାପ୍ରଭୁ
୨. ସୂର୍ଯ୍ୟାସ୍ତ ପରେ ଟଣାଗଲା ରଥ
୩ .ରଥ ଉପରେ ଠାକୁର ଉପାସ
୪.ଗୁଣ୍ଡିଚା ଘରକୁ ଯିବା ବେଳେ ବଳଭଦ୍ରଙ୍କ ପହଣ୍ଡିରେ ତ୍ରୁଟି
୫.ମହାପ୍ରଭୁଙ୍କ ପହଣ୍ଡି ବେଳେ ବି ତ୍ରୁଟି
୬.ହେରାପଂଚମୀ ନୀତି ସନ୍ଧ୍ୟା ବଦଳରେ ହେଲା ଭୋରରେ
୭.ରାତି ଅନିଦ୍ରା ରହିଲେ ମହାପ୍ରଭୁ
୮.ଗୋଟିଏ ଦିନରେ ହୋଇପାରିଲାନି ୩ ରଥର ଦକ୍ଷିଣମୋଡ଼

ସନ୍ଧ୍ୟା ପୂର୍ବରୁ ସନ୍ଧ୍ୟା ଦର୍ଶନ ସାରିବାକୁ ନିଷ୍ପତ୍ତି

ଏଭଳି ବିଭ୍ରାଟ ପଛରେ ଦାୟୀ କିଏ?

ଠାକୁରଙ୍କ ନାଁ ନେଇ ଖସିଯାଉଛି କି ବ୍ୟବସ୍ଥା?
ସବୁ ଠିକଠାକ ଚାଲିଛି କହି ଆମେ ଚୁପ୍ ରହିବା କି?
ମହାପ୍ରଭୁ କିଛି ସଙ୍କେତ ଦେବାକୁ ଚାହୁଁଛନ୍ତି କି?
ଶ୍ରୀକ୍ଷେତ୍ରରେ ସବୁ ଠିକଠାକ୍ ଚାଲିଛି ତ?

 

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା