Before Header

ବାହାନଗା ବ୍ଲକରେ ବିଜେଡିର ଜୋରଦାର ପ୍ରଚାର

0 963

ବାହାନଗା(ବଡ଼ ଖବର ବ୍ୟୁରୋ): ନିର୍ବାଚନକୁ ନେଇ ଚାଲିଛି ଜୋରଦାର ପ୍ରଚାର । ସୋର ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ମାଧବ ଚନ୍ଦ୍ର ଧଡ଼ା ନିଜ ସମର୍ଥକଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବାହାନଗା ବ୍ଲକର ପଣ୍ଡାଶୁଣି, ଗୋପାଳପୁର ପଂଚାୟତର ବିଭିନ୍ନ ସ୍ଥାନରେ ନିଜ ସମର୍ଥକଙ୍କୁ ଧରି ସଭା କରିବା ସହ ନିଜ ସପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି । ବାହାନଗା ବ୍ଲକରେ ଯେଉଁ ସବୁ ଉନ୍ନତି ହୋଇ ପାରିନାହିଁ ସେଗୁଡିକୁ ଗୁରୁତର ସହ ସମାଧାନ କରିବେ ବୋଲି କହିଛନ୍ତି ବିଧାୟକ ପ୍ରାଥୀ ମାଧବ ଧଡ଼ା ।

 

Leave A Reply

Your email address will not be published.