Masthead

ସର୍ବଦଳୀୟ ବୈଠକକୁ ଆସିଲାନି ବିଜେଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାହୁଲଙ୍କ ସଦସ୍ୟତା ନେଇ ଭୁବନେଶ୍ୱରରେ ବସିଲା ଅଲ୍ ପାର୍ଟି ମିଟିଂ । ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ବସିଲା ଅଲ୍ ପାର୍ଟି ବୈଠକ। ଯୋଗ ଦେଲାନି ବିଜେଡି। ଗଣତାନ୍ତ୍ରିକ ଦଳ ସହିତ ସାମିଲ ହେବା ପାଇଁ ଆହ୍ବାନ କଲେ ନେତା। ବୈଠକରେ ସିପିଆଇ, ସିପିଏମ, ସିପିଏମଏଲ, ଆର ଜେଡି, ଜେଫିୟୁ, ଆପ, ସମାଜବାଦ ପାର୍ଟି , ଫରୱାର୍ଡ ବ୍ଲକ୍ ଓ ସମୃଦ୍ଧ ଓଡ଼ିଶା ଆଦି ଦଳ ଯୋଗ ଦେଇଥିଲେ । ବୈଠକରେ ସଭାପତିତ୍ବ କରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ। ସେପଟେ ଆସନ୍ତା ସୋମବାର ରାଜଭବନ ଯିବେ ନେତା ।

ରାଜ୍ୟପାଳଙ୍କ ନିକଟରେ କେନ୍ଦ୍ର ବିରୋଧରେ ଫେରାଦ ହେବେ ନେତା । ସାରା ରାଜ୍ୟରେ ମୋଦି ସରକାରଙ୍କ ମନୋମୁଖୀ ଶାସନ ବିରୋଧରେ ଲଢେ଼ଇ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସମ୍ବିଧାନ ଓ ଗଣତନ୍ତ୍ର ବିପଦରେ ଥିବାରୁ ତାକୁ ବଞ୍ଚାଇବାକୁ ବସିଥିଲା ବୈଠକ। ବିଜେଡିକୁ ଆହ୍ବାନ କରୁଚୁ ସେ ସାମିଲ ହେଉ। ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରୁ। ରାହୁଲ ଗାନ୍ଧିଙ୍କ ପ୍ରତି ଯେଉଁ ଆଭିମୁଖ୍ୟ ଗ୍ରହଣ କରାଯାଉଛି ତାହା ସମ୍ବିଧାନ ବିରୋଧୀ ବୋଲି ପିସିସି ସଭାପତି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା