Masthead

୨୪ ପାଇଁ ବିଜେପିର ଗୁପ୍ତ ଯୋଜନା, ଭୂଇଁ ଲୋଟିବେ ବିରୋଧୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):୨୪ ନିର୍ବାଚନ ଲାଗି ବିଜେପିର ଯୋଜନା ଆରମ୍ଭ ହୋଇସାରିଲାଣି, ବିଜେପି ସୁନିଶ୍ଚିତ ଓଡିଶାରେ ସରକାର କରିବ । ଆମ ଟାର୍ଗେଟ ୮୦ ବିଧାୟକ, ସରକାର କରିବା ପାଇଁ ଯେତିକି ସିଟ ଦରକାର ଆମେ ତା ଠାରୁ ୧୦ରୁ ୧୫ଟି ସିଟ ଅଧିକ ଟାର୍ଗେଟ ରଖି ଚାଲିଛୁ ।

ଆମ ଟାର୍ଗେଟ ୮୦+ ଯେମିତି ସରକାର ହୋଇପାରିବ । ସରକାର କରିବା ପାଇଁ ବହୁ ଗୁରୁତ୍ୱ ପୁର୍ଣ୍ଣ ପଦକ୍ଷେପ ନିଆଯାଉଛି, ଗତକାଲିଠାରୁ ବୈଠକ ଆରମ୍ଭ ହୋଇସାରିଛି ଏବଂ ଅଳ୍ପ ଦିନ ଭିତରେ କାର‌୍ୟ୍ୟକାରୀ ହେବାକୁ ଯାଉଛି ।

୧୨୦ କୁ ବେସ କରିକି କାମ କରାଯିବ କିନ୍ତୁ ସରକାର କରିବା ପାଇଁ ଆମକୁ ଯେତିକି ଦରକାର ତାଠୁ ଅଧିକ ସିଟ ଆମର ଟାର୍ଗେଟ ରହିବ । ଲୋକସଭା ସିଟରେ ଆମକୁ ୧୮ ଟାରେ ଜିତିବା ଚାନ୍ସ ଅଛି । କେନ୍ଦ୍ର ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱ ମିଳିତ ଭାବେ ସିଦ୍ଧାନ୍ତ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ