Masthead

ବିରଳ ପ୍ରଜାତିର ମାଛ ଚାଷ

ବାଲିଅନ୍ତା(ବଡ଼ ଖବର ବ୍ୟୁରୋ): ବିରଳ ଜୀବଙ୍କ ସମ୍ପର୍କରେ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ହେଲେ ଏହି ବିରଳ ଜୀବ ଏତେ ସଂଖ୍ୟାରେ ଥାନ୍ତି ନଦେଖିଲେ ବିଶ୍ୱାସ କରି ହେବ ନାହିଁ । ଆମେ କହୁଛୁ ଏକ ବିରଳ ମାଛ ସମ୍ପର୍କରେ । ମାଛ ଚାଷରେ ପଦ୍ମଶ୍ରୀ ପାଇଥିବା ବଟକୃଷ୍ଣ ସାହୁ ତାଙ୍କ ପୋଖରୀରେ ଏହି ବିରଳ ମାଛ ଚାଷ କରିଛନ୍ତି । ଏହି ମାଛର ନାମ କୁମ୍ଭୀରିଆ । ଯାହାର ଇଂରାଜୀ ନାମ କ୍ରୋକୋଡାଇଲ ଫିସ୍ । ବିଶେଷ କରି ଏହି ପ୍ରଜାତିର ମାଛ ମଇଳା ଖାଇଥାନ୍ତି । ଆକ୍ୱାରିୟମରେ ପାଣିକୁ ସ୍ୱଚ୍ଛ ରଖିବା ପାଇଁ ଏହି ମାଛକୁ ଛଡାଯାଇଥାଏ । ଏହି ପ୍ରଜାତିର ମାଛକୁ ଲୋକେ ଖାଇନଥାନ୍ତି । ଅଳ୍ପ ପାଣିରେ ଏହି ମାଛବେଶ ଭଲ ଭାବେ ବଂଚି ପାରେ ବୋଲି ବଟକୃଷ୍ଣ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ