Before Header

ପରଲୋକରେ ଏସପିଜି ମୁଖ୍ୟ ଅରୁଣ କୁମାର ସିହ୍ନା

0 148

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆରପାରିରେ ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ(ଏସପିଜି) ମୁଖ୍ୟ ଅରୁଣ କୁମାର ସିହ୍ନା । ୬୧ ବର୍ଷ ବୟସରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ସିହ୍ନା ୧୯୮୭ କେରଳ ବ୍ୟାଚର ଜଣେ ଆଇପିଏସ ଅଧିକାରୀ ହୋଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ୱିଙ୍ଗ ଦାୟିତ୍ୱରେ ମଧ୍ୟ ରହିଥିଲେ ।

Leave A Reply

Your email address will not be published.