Masthead

ନବୀନବାବୁଙ୍କୁ ବନ୍ଦୀରୁ ଉଦ୍ଧାର କରିବାକୁ ପଡ଼ିବ : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ସରକାର ଆଉଟ ସୋର୍ସ ହୋଇଛି କହିଲେ ବୈଜୟନ୍ତ ପଣ୍ଡା । ନବୀନ ବାବୁଙ୍କ ବନ୍ଦୀ କରାଯାଇଅଛି। ଜଣେ ବ୍ୟକ୍ତି ତାଙ୍କୁ କ୍ୟାପଚର୍ କରି ରଖିଛନ୍ତି। କ୍ୟାପଚର ହେବା ପରେ ରତ୍ନ ଭଣ୍ଡାର ଚାବି ହଜିଲା। ନବୀନ ବାବୁ କ୍ୟାପ୍‌ଚର ହେବା ଯୋଗୁଁ ଓଡ଼ିଆ ଅସ୍ମିତା ବିପଦରେ । ନବୀନ ବାବୁଙ୍କର ଯେଉଁ ଭିଡିଓ ଆସୁଛି ତାହା ତାଙ୍କର ନୁହେଁ । ତାହା ତାଙ୍କର ‘ଡିପ୍‌ ଫେକ୍‌’ ବୋଲି କୁହାଯାଇ ପାରିବ । ସେ ଆହୁରି ମଧ୍ୟ କହିଛନ୍ତି କେହି ଜଣେ ତାଙ୍କୁ ମାଇକ୍ରୋଫୋନ ଧରି କୁହାଉଛି ।

ଆଉ ଯାହା ଡିଫ୍‌ ଫେକ୍‌ ଜରିଆରେ କହୁଛନ୍ତି ତାହା ସତ ତ । ଓଡ଼ିଶାବାସୀ ତାଙ୍କୁ ଭୋଟ ଦେଇଥିଲେ, ସମସ୍ତେ ଜାଣିବା ଦରକାର । ଯଦି ତାହା ସତ୍ୟତା ଥାଏ ତାହେଲେ ସେ ମଞ୍ଚକୁ ଆସି ସାମ୍ନା କରନ୍ତୁ। ତାଙ୍କୁ ଜଣେ ବ୍ୟକ୍ତି କଣ୍ଢେଇ ଭଳି ବ୍ୟବହାର କରୁଛି। ଓଡ଼ିଶାର ଜନ ସଧାରଣଙ୍କ ଅଧିକାର ପାଞ୍ଚ ବର୍ଷ ତଳେ ନିର୍ବାଚିତ କରିଥିବା ଲୋକେ ଜାଣିବା ଦରକାର କିଏ ତାଙ୍କୁ କଣ୍ଢେଇ ଭଳି ନଚଉଉି କି ସେ ନିଜେ। ଏଠି ଅଣ ଓଡ଼ିଆ ଚିନ୍ତାଧାରା ଟୋକିବାକୁ ଯାଉଛନ୍ତି ଜଣେ ଅଣ ଓଡ଼ିଆ ।ନବୀନ ବାବୁଙ୍କୁ ବନ୍ଦୀରୁ ଉଦ୍ଧାର କରିବାକୁ ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ