ରାଜନୀତିରେ ହୋଇପାରେ ପୃଥ୍ୱୀବଲ୍ଲଭଙ୍କ ଏଣ୍ଟ୍ରି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କାହାର ହେବେ ଜେବିଙ୍କ ପୁଅ ପୃଥ୍ୱୀବଲ୍ଲଭ । କଂଗ୍ରେସର ନାଁ ବିଆରଏସର । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍କ ସହ ଲଞ୍ଚ ପରେ ଆଜି ବିଜୟ ପଟ୍ଟନାୟକଙ୍କ ସହ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ।

 

ସରକାରଙ୍କ ଆଟିଟ୍ୟୁଡଠୁ ନେଇ ଇନ୍ଦିରା ଗାନ୍ଧୀଙ୍କ ପରାଜୟ ଯାଏ ହଲେ ଚର୍ଚ୍ଚା । ରବିବାର ଗିରିଧର ଗମାଙ୍ଗ ଓ ପୃଥ୍ୱୀବଲ୍ଲଭଙ୍କ ଏକା ସାଙ୍ଗରେ ଲଞ୍ଚ ବେଳର ଫଟୋ ସାମ୍ନାକୁ ଆସିଥିଲା । ଓଡ଼ିଶାରେ ଚାଲିଥିବା ଅଫିସର ରାଜ ବିଷୟରେ ଆଲୋଚନା କରାଯାଇଥିଲା । ଅଫିସର ରାଜ ଦ୍ୱାରା କିଭଳି ଜନପ୍ରତିନିଧିଙ୍କ କ୍ଷମତା ଖସୁଛି ଏବଂ ଗଣତନ୍ତ୍ରକୁ କିଛି ଅଫିସର ହତ୍ୟା କରିଛନ୍ତି ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଓଡ଼ିଶାରେ ଖୁବ ସିରିୟସ୍ ପ୍ଲାନ ନେଇ ଇଲେକ୍ସନ ମଇଦାନକୁ ଓହ୍ଲାଉଛି ତେଲେଙ୍ଗାନା ମୁଖ୍ୟମମନ୍ତ୍ରୀ କେସିଆରଙ୍କ ପାର୍ଟି । ୟାରି ଭିତରେ ଆଜିର ଏ ଫଟୋ । ଗତକାଲି ଆଉ ଆଜିର ଫଟୋକୁ ଦେଖିଲେ ଅନୁମାନ କରାଯାଇ ପାରେ ଯେ ପୃଥ୍ୱୀବଲ୍ଲଭଙ୍କ ରାଜନୀତିରେ ଏଣ୍ଟ୍ରି ହେବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’