Masthead

ପୋଲ ପାଲଟିଛି ମରଣ ଯନ୍ତା

ସାଲେପୁୁୁର,(ବଡ଼ ଖବର ବ୍ୟୁରୋ):

ବିକାଶର ବିକଳ ଚିତ୍ର ଯାହା ସ୍ପଷ୍ଟ କରୁଛି ରାଜ୍ୟ ସରକାରଙ୍କ ଅପାରଗତାକୁ। ପ୍ରଶ୍ନ ଉଠିଛି ସରକାର ପାରିବା ପଣିଆ ଉପରେ। କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ସଉରି ଓ ଶିଶୁଆ ପଞ୍ଚାୟତ ଅଧିନରେ ଥିବା ଯାହାଙ୍ଗିରାବାଦ – କଲ୍ୟାଣପୁର ରାସ୍ତା ଓ ପୋଲର ଅବିକଳ ଚିତ୍ର କୁ ଅବଲୋକନ କଲେ ସ୍ପଷ୍ଟ ପ୍ରମାଣ ମିଳେ ଆମ ଗାଁ ଆମ ବିକାଶର କରିବାରେ ସରକାର ପୁରା ଫେଲ୍ । ସାଲେପୁର-ଟାଙ୍ଗୀର ଜୀବନ ରେଖା ଏହି ରାସ୍ତା କୁହାଯାଏ । ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ଯୋଗାଯୋଗର ମାଧ୍ୟମ ଏହି ରାସ୍ତା ଓ ପୋଲ । ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନର ଚେତା ପଶୁନି । କେତେବେଳେ ଯେ ନିରୀହ ଜୀବନ ବଳିପଡିବ ତାହା ଅସମ୍ଭବ ନୁହେଁ। ପ୍ରଶାସନ ନଚେତିଲେ କାର୍ଯ୍ୟନୁଷ୍ଠାନ ନହେଲେ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ଗ୍ରାମବାସୀ l

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି