Masthead

୩୬୫ ଟଙ୍କାରେ ବର୍ଷେ ଅନଲିମିଟେଡ ପ୍ୟାକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ବିଏସଏନଏଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର । ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ୍ ଗ୍ରହକମାନଙ୍କ ଏକ ପ୍ଲାନ ଲଞ୍ଚ କରିଛି । ୩୬୫ ଟଙ୍କାରେ ବର୍ଷେ ପର୍ଯ୍ୟନ୍ତ ଅନଲିମିଟେଡ ଭାଲିଡିଟି ପ୍ୟାକ ଅଫର ଆଣିଛି । ଏହାର ଭାଲିଡିଟି ୩୬୫ ଦିନ ପର୍ଯ୍ୟନ୍ତ ଥିବାବେଳେ ମାଗଣା ସୁବିଧା ୬୦ ଦିନ ଯାଏ ରହିବ । ଏହା ହେଉଛି ଟେଲିକମ କମ୍ପାନୀର ସବୁଠୁ ଶସ୍ତା ପ୍ଲାନ ଯାହା ଗୋଟେ ବର୍ଷ ପାଇଁ ଭାଲିଡିଟି ଅଫର ଦେବ ।
ତେବେ ଏଥିରେ ମିଳୁଥିବା ସୁବିଧା ଗୁଡିକ ହେଉଛି:-

୧. ଦେଶର ସବୁ ସ୍ଥ।।ନରେ ଏହା ଉପଳବ୍ଧ
୨. ୨ ଜିବି ଡାଟା ପ୍ରତିଦିନ
୩. ସବୁ ନେଟୱାର୍କକୁ ଅନଲିମିଟେଡ ଭଏସ କଲିଙ୍ଗ ଯାଇପାରିବ
୪. ୧୦୦ଟି ଫ୍ରି-ଏସଏମଏସ
୫. ମାଗଣା ବିଏସଏନଏଲ ଟ୍ୟୁନ୍ସ ସବସ୍କ୍ରିପସନ
୬. ଡାଟା ଶେଷ ପରେ ବି ୪୦କେବିପିଏସ ସ୍ପିଡରେ ଡାଟାକୁ ବ୍ୟବହାର କରିପାରିବେ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି