Masthead

ଅନଲାଇନରେ ପରିବା

କରୋନା ମହାମାରୀ ପାଇଁ ସମସ୍ତଙ୍କୁ କ୍ଷତି ସହିବାକୁ ପଡ଼ିଛି । ଏଥିରୁ ବାଦ ପଡ଼ିନାହାନ୍ତି ଚଷୀ । ଚାଷୀମାନଙ୍କ ସ୍ୱାର୍ଥକୁ ଆଖିରେ ରଖି ଆସାମ ସରକାର ଏକ ପଦକ୍ଷପ ନେଇଛନ୍ତି । ଏଥର ଚାଷୀ କେବଳ ନିଜ ପରିବାକୁ ଦୋକାନରେ ନୁହେଁ ଏହି ଆପରେ ବିକ୍ରି କରିପାରିବେ । ଏହି ଆପ୍ ନାମ ହେଉଛି ଇ-ମାର୍କେଟ ପ୍ଲସ । ଆସାମ ସରକାର ଏହି ନୂଆ ଆପ ଲଞ୍ଚ କରିଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲା ଏକ କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ କରିଛନ୍ତି । ଏହି ଆପ ଏପିଏଆରଟି ଯୋଜନା ଦ୍ୱାରା ଉପଲବ୍ଧ ହୋଇପାରିବ । ୩ଟି ଭାଷାରେ ଏହା ପରିଚାଳିତ ହେବ । ଆସାମୀ, ହିନ୍ଦୀ, ଇଂରାଜୀ ଭାଷାର ଅପସନ ରହିବ । ଏହାଦ୍ୱାରା ଚାଷୀମାନେ ଉପକୃତ ହେବା ସହ ସହଜରେ ମଧ୍ୟ ଲୋକମାନଙ୍କ ପାଖରେ ପରିବା ପହଞ୍ଚିପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି