Masthead

ସି-ଭୋଟର ସର୍ଭେ..ଜାଣନ୍ତୁ କିଏ ରହିଛି ଜନତାଙ୍କ ଫେଭରାଇଟ ପିଏମ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): କଂଗ୍ରେସ ରାଜ୍ୟରେ ମୋଦି ପସନ୍ଦ । ରାଜ୍ୟରେ ହାତ କେନ୍ଦ୍ରରେ ପଦ୍ମ । ରାହୁଲଙ୍କ ପାଇଁ ଭୋଟ କଲେ କେତେ ଜନତା, ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଆସିଲା କେତେ ମତ । ଆଗକୁ ନିର୍ବାଚନ । ସରଗରମ ହେଉଛି ରାଜନୀତି । ଦଳ ମଧ୍ୟରେ ଚାଲିଛି ଛକାପଞ୍ଝା । ନର୍ବାଚନ ଜିତିବା ପାଇଁ ବିଭିନ୍ନ ଦଳ ଆପଣାଉଛନ୍ତି ନୂଆ ଷ୍ଟ୍ରାଟେଜି । ତେବେ ଆଗକୁ କିଏ ହେବ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଭାବେ ଲୋକେ କାହାକୁ ଆପଣାଉଛନ୍ତି । କିଏ ରହିଛି ଜନତାଙ୍କ ଫେଭରାଇଟ ।

ଜନତା ପ୍ରଧାନମନ୍ତ୍ରୀ ଭାବରେ ସେହି ସମାନ ମୁହଁ ଦେଖିବାକୁ ଚାହୁଁଛନ୍ତି କି? ମୋଦିଙ୍କ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଆସନ ଆଉ କାହାର ହେବ କି? ତେବେ ଏହାକୁ ନେଇ ଏକ ସର୍ଭେ କରିଥିଲା ସି –ଭୋଟର ଏବିପି । ଯେଉଁ ସର୍ଭେରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ଜନତା ମତ ଦେଇଛନ୍ତି । ଆସନ୍ତା ତିନି ମାସ ମଧ୍ୟରେ ଛତିଶଗଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଅଧିକ ଜାଣିବା ପାଇଁ ଲିଙ୍କକୁ କ୍ଲିକ କରନ୍ତୁ..

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ