Masthead

ମନମୋହନଙ୍କୁ ପୁଣି ଦିଲ୍ଲୀ ଡାକରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନମୋହନଙ୍କ ଏକା ଲଢିବୁ ମନ୍ତବ୍ୟକୁ ନେଇ ବିଜେଡିରେ ଦ୍ୱନ୍ଦ୍ଵ । କେନ୍ଦ୍ର ବିଜେପି ସହ ପୁଣି ଆଲୋଚନା ପାଇଁ ନିଷ୍ପତ୍ତି । ଖୁବଶୀଘ୍ର ବିଜେଡି ଶୀର୍ଷ ନେତୃତ୍ୱ ଦିଲ୍ଲୀ ଯିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା । ଗଣମାଧ୍ୟମରେ ଚୂଡ଼ାନ୍ତ ସୂଚନା ଦେବା ପୂର୍ବରୁ କେନ୍ଦ୍ର ବିଜେପି ସହ କଥା ହେବ ବିଜେଡି । କେନ୍ଦ୍ର ବିଜେପିକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନି ବିଜେଡି ।

ମେଣ୍ଟ ନ ହେଲେ ବି ସଂସଦରେ ସମର୍ଥନ ଦେବାକୁ ବିଜେଡି ପ୍ରସ୍ତୁତ । କେନ୍ଦ୍ର ବିଜେପି ସହ ବୈଠକ ପରେ ମେଣ୍ଟ ନେଇ ମତ ରଖିବ ବିଜେଡି । ସେପଟେ ପୁଣି ମନମୋହନଙ୍କୁ ଦିଲ୍ଲୀ ଡାକିଲା କେନ୍ଦ୍ର ବିଜେପି । ମନମୋହନଙ୍କ ଉପସ୍ଥିତିରେ ହୋଇପାରେ ବିଜେଡି ସହ ଶେଷ ବୈଠକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା