Masthead

ଫ୍ୟାନ୍ସଙ୍କ ଆକ୍ସନ କାର୍ଡୀ-ବିଙ୍କ ରିଆକ୍ସନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିକଟରେ ଏକ ଖବର ସାମ୍ନାକୁ ଆସିଛି ଯେ ହଲିଉଡ ଗାୟୀକା କାର୍ଡୀ-ବିଙ୍କ କନସର୍ଟ ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଡ୍ରିଙ୍କ ଫୋପାଡିଥିଲେ । ଯାହା ପରେ ଗାୟୀକା ଜଣକ ରାଗିଯାଇ ତାଙ୍କ ଉପରକୁ ମାଇକ ଫୋପାଡିଥିଲେ । ଘଟଣାର ଭିଡିଓଟି ଭାଇରାଲ ହେବା ପରେ କାର୍ଡି-ବି ଏବେ ଚର୍ଚ୍ଚାରେ ଅଛନ୍ତି ।

ପୋଲିସ ଏହି ମାମଲାରେ ତନାଘନା ଜାରି କରିଛି ବୋଲି କୁହାଯାଉଥିବା ବେଳେ ଗୁରୁବାର ଦିନ ପୋଲିସ କହିଛି ଯେ ମାମଲାର ତଦନ୍ତ ବନ୍ଦ ହୋଇସାରିଛି ମାତ୍ର ଆଜି ଏହି ମାମଲାରୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ପରେ ଏବଂ ଓକିଲ ସଂଘର ପରାମର୍ଶ କ୍ରମେ ପ୍ରମାଣ ଅଭାବରୁ ଏହି ମାମଲା ବନ୍ଦ ହୋଇଯାଇଛି । ଏହି ମାମଲାରେ କୌଣସୀ ଅଭିଯୋଗ ଦାଖଲ କରାଯାଇ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ