Masthead

‘ରାଜ୍ୟଠୁ କେନ୍ଦ୍ରର ଋଣ ଭାର ଅଧିକ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୃହରେ ରାଜ୍ୟର ଋଣ ଭାରକୁ ନେଇ ଅର୍ଥମନ୍ତ୍ରୀଙ୍କ ଉତ୍ତର । ରାଜ୍ୟ ଋଣ ଭାରରେ ବୁଡି ନାହିଁ । ରାଜ୍ୟଠୁ କେନ୍ଦ୍ରର ଋଣ ଭାର ଅଧିକ ରହିଛି । କେନ୍ଦ୍ରର ବଜେଟ ଅନୁଯାୟୀ ୨୫ ପ୍ରତିଶତ ରହିଛି ଋଣ ଭାର । ଆର୍ଥିକ ପରିଚାଳନା ରେ ଓଡ଼ିଶା ଏକ ନମ୍ବର ବୋଲି କହିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେପଟେ ରାଜ୍ୟର ଋଣ ଭାର ପ୍ରଶ୍ନ ରେ ଅର୍ଥ ମନ୍ତ୍ରୀଙ୍କ ଲମ୍ବା ଉତ୍ତରକୁ ନେଇ ଗୃହରେ ବିରୋଧୀଙ୍କ ଆପତ୍ତି ।

ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ବିରୋଧୀ ପ୍ରଶ୍ନ ଉଠାଇ କହିଲେ ମନ୍ତ୍ରୀ ଲମ୍ବା ଉତ୍ତର ଦେଇ ଗୃହର ସମୟ ନଷ୍ଟ କରୁଛନ୍ତି । ମାର୍ଚ୍ଚ ୨୦୨୨ ସୁଧା ରାଜ୍ୟ ସରକାର ୯୭, ୨୦୪ କୋଟି ଟଙ୍କା ଋଣ କରିଛନ୍ତି। ଖୋଲା ବଜାରରୁ ୨୮ , ୫୦୭ କୋଟି ଟଙ୍କା ଋଣ କରିଛନ୍ତି। ବର୍ତ୍ତମାନ ମୁଣ୍ଡ ପିଛା ଋଣ ହେଉଛି ୨୨୦୪୨ ଟଙ୍କା ଥିବା ବେଳେ ମୁଣ୍ଡ ପିଛା ଆୟ ୧,୨୮,୮୭୩ ଟଙ୍କା ରହିଛି। ୧୯୯୯ ମସିହାରେ ମୁଣ୍ଡ ପିଛା ଋଣ ୪୯୧୮ ଟଙ୍କା ରହିଥିବା ବେଳେ ମୁଣ୍ଡ ପିଛା ଆୟ ୧୩୦୧୨ ଟଙ୍କା ରହିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ