Masthead

ଚୀନକୁ ଭରସା ନାହିଁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚୀନକୁ ଭରସା ନାହିଁ କି ବିଶ୍ୱାସ ନାହିଁ । ଚୀନ ସହ ତିକ୍ତତା ମଧ୍ୟରେ ଭାରତ ନେଇଛି ଏକ ବଡ଼ ପଦକ୍ଷେପ । ଲଦାଖ ସୀମାରେ ୧୫ ଦିନ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପ୍ରସ୍ତୁତି ପାଇଁ ସୁରକ୍ଷା ବାହିନୀକୁ କ୍ଷମତା ଦିଆଯାଇଛି ।

ପୂର୍ବରୁ ଚୀନ ବହୁବାର ଭାରତ ସୀମା ଭିତରେ ଅନୁପ୍ରବେଶ କରିଛି । ଦୁଇ ଦେଶ ମଧ୍ୟରେ କମାଣ୍ଡ ସ୍ତରୀୟ ବାରମ୍ବାର ଆଲୋଚନା ସତ୍ୱେ ଡ଼୍ରାଗନ ନିଜ ଜିଦରେ ଅଟଳ ରହିଛି । ଚୀନ ସୀମାକୁ ଲାଗି ରହିଥିବା ଭାରତ କିଛି ଅଞ୍ଚଳକୁ ଡ଼୍ରାଗନ ନିଜର ବୋଲି ଦାବି କରୁଛି । କିନ୍ତୁ ନୂଆଦିଲ୍ଲୀ ଏଥିରେ ସହମତ ହୋଇପାରୁନାହିଁ । ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଭାରତର ଗୋଟିଏ ଇଞ୍ଚ ଜାଗା କେହି ନେଇ ପାରିବେ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସାମ୍ରାଜ୍ୟବାଦ ନୀତୀର ତୁରନ୍ତ ଅନ୍ତ ଘଟିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ