Masthead

ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଚୀନ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଏବେ ବି ୟୁକ୍ରେନ ଓ ଋଷରେ ଲାଗି ରହିଛି ଯୁଦ୍ଧ । ବନ୍ଦ ହେବାର ନା ନେଉନାହିଁ । ସେପଟେ ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଚୀନ ଚିନ୍ତା କରିଛି । ପ୍ରାରମ୍ଭିକ ଆମେରିକୀୟ ଗୋଇନ୍ଦା ସୂଚନା ଅନୁସାରେ ୟୁକ୍ରେନ୍ ବିରୋଧରେ ଲଢ଼ିବା ଲାଗି ଚୀନ୍ ମାରାତ୍ମକ ଅସ୍ତ୍ରଶସ୍ତ୍ର ରୁଷ୍‌କୁ ଦେବାକୁ ଚିନ୍ତା କରୁଛି। ଯଦି ସୂଚନା ସତ ହୁଏ ଏବଂ ଚୀନ୍ ରୁଷ୍‌କୁ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରେ ତେବେ ୟୁକ୍ରେନ୍ ଯୁଦ୍ଧ ରୁଷ୍ ସପକ୍ଷରେ ଯିବା ନିଶ୍ଚିତ।

ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ, ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ସ ବର୍ଣ୍ଣସଙ୍କ ସମେତ ଆମେରିକା ପ୍ରଶାସନର ବହୁ ବରିଷ୍ଠ ନେତା ଓ ଅଧିକାରୀ ଉକ୍ତ ଗୋପନୀୟ ଗୁଇନ୍ଦା ରିପୋର୍ଟକୁ ବିଶ୍ବାସ କରୁଛନ୍ତି ଏବଂ ରୁଷ୍‌କୁ ସାହାଯ୍ୟ ନ କରିବା ପାଇଁ ଚୀନ୍‌କୁ ଚେତାବନୀ ଦେଇଛନ୍ତି। ତେବେ ଚୀନ୍ ପକ୍ଷରୁ ରୁଷ୍‌କୁ ଅସ୍ତ୍ରଶସ୍ତ୍ର ଦେବା ଲାଗି କୌଣସି ଯୋଜନା ନାହିଁ ବୋଲି କହି ଚୀନ୍ ଉକ୍ତ ଅଭିଯୋଗକୁ ଅସ୍ବୀକାର କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା