Masthead

ବଡ଼ଦିନରେ ଚର୍ଚ୍ଚ ମନା

କନ୍ଧମାଳ(ବଡ଼ ଖବର ବ୍ୟୁରୋ): କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ବଡଦିନରେ ଚର୍ଚ୍ଚ ଯିବା ଉପରେ କଟକଣା ଜାରି କରିଛି ପ୍ରଶାସନ । କନ୍ଧମାଳ ଜିଲ୍ଲାରେ ଏଭଳି କଟକଣା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ଡିସେମ୍ବର ୨୫ରେ ବଡଦିନ ପାଳନ କରାଯାଇଥାଏ । ଚଳିତ ବର୍ଷ କରୋନା କଟକଣା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ପ୍ରଶାସନ । ଚର୍ଚ୍ଚରେ ଲାଇଟ ଲାଗିବ ନାହିଁ କି ସାଜ୍ଜସଜ୍ଜା ହେବନାହିଁ । ଘରେ ରହି ବଡଦିନ ପାଳନ କରିବାକୁ କୁହାଯାଇଛି । କେବଳ ୧୫ ଜଣଙ୍କୁ ନେଇ ଚର୍ଚ୍ଚରେ ବଡଦିନ ପାଳନ କରାଯିବ । ଖ୍ରୀଷ୍ଟିଆନ ମାନଙ୍କର ଏହା ବଡପର୍ବ ହୋଇଥିବା ବେଳେ ସରକାରଙ୍କ ଏହି ନିଷ୍ପତି ଶ୍ରଦ୍ଧାଳୁଙ୍କୁ ନିରାଶ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା