Masthead

ସ୍ୱୀକୃତି ନଦେଲେ ପୁଣି ୯/୧୧ ଭଳି ଘଟଣା ଘଟିବ: ପାକିସ୍ତାନ ଏନଏସଏ

(ବଡ଼ ଖବର ବ୍ୟୁରୋ): ପାକିସ୍ତାନ ଏନଏସଏର ଚାଞ୍ଚଲ୍ୟକର ବୟାନ । ତାଲିବାନକୁ ସ୍ୱୀକୃତି ନଦେଲେ ପୁଣି ୯/୧୧ ଭଳି ଘଟଣା ଘଟିବ ବୋଲି ଚେତାବନୀ ଦେଇଛନ୍ତି । ପାକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶ ଦାତା ମୋଇଦ ୟୁସୁଫ ବ୍ରିଟିସର ଏକ ସମ୍ବାଦପତ୍ରର ସାମ୍ବାଦିକା ଖ୍ରଷ୍ଟିିନା ଲ୍ୟାମ୍ବଙ୍କୁ ସାକ୍ଷାତକାର ଦେବା ସମୟରେ ଏଭଳି ଚେତାବନୀ ଦେଇଛନ୍ତି । ଗଣମାଧ୍ୟମରେ ଏହି କଥା ପ୍ରସାରିତ ହେବା ପରେ ୟୁସୁଫ ଅବିକଳ ଏହି କଥା କହିନାହାଁନ୍ତି ବୋଲି କହିଛନ୍ତି ।

ୟୁସୁଫ ସଣ୍ଡେ ଟାଇମ୍ସ ଆଗରେ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି । ପ୍ରକାଶିତ ସାକ୍ଷାତକାର ବାବଦରେ ଏକ ସ୍ପଷ୍ଟିକରଣ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି । ସେପଟେ ସାମ୍ବାଦିକା ଖ୍ରୀଷ୍ଟିନା ଲ୍ୟାମ୍ବ କହିଛନ୍ତି ସାକ୍ଷାତକାରକୁ ରେକର୍ଡ କରାଯାଇଛି । ୟୁସୁଫ ଯାହା ଅଭିଯୋଗ କରିଛନ୍ତି ତାହା ମିଛ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା