Masthead

କରୋନା ଫ୍ରି ପାଇଁ କମ୍ପିଟିସନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କରୋନା ଫ୍ରି ଭିଲେଜ କମ୍ପିଟିସନ୍ । ମହାରାଷ୍ଟ୍ରରେ କରୋନା ଗ୍ରାଫ୍ ଉପର ମୁହାଁ ହେବାରେ ଲାଗିଛି । ଲୋକମାନେ ସଚେତନ ହେଉନଥିବାରୁ ସଂକ୍ରମଣରେ ବ୍ରେକ୍ ଲାଗୁନି । ଦ୍ରୁତ ସଂକ୍ରମଣରେ ବ୍ରେକ୍ ଦେବା ଲାଗି ମହାରାଷ୍ଟ୍ର ସରକାର ଅଭିନୟ ଉପାୟ ଅବଲମ୍ବନ କରିଛନ୍ତି । ଯେଉଁ ଗାଁ କରୋନାମୁକ୍ତ ହେବ, ସେହି ଗାଁକୁ ପୁରସ୍କୃତ କରାଯିବ । ପ୍ରଥମ ପୁରସ୍କାର ବାବଦରେ ନଗଦ ୫୦ଲକ୍ଷ, ଦ୍ୱିତୀୟ ୨୫ଲକ୍ଷ ଓ ତୃତୀୟ ପୁରସ୍କାର ଭାବେ ୧୫ଲକ୍ଷ ଟଙ୍କା ଦିଆଯିବ ।

ଲୋକଙ୍କୁ ଉତ୍ସାହିତ କରିବା ଓ ସଂକ୍ରମଣ ଚେନ୍ ଭାଙ୍ଗିବା ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ରାଜ୍ୟ ଗ୍ରାମାଞ୍ଚଳ ଉନ୍ନୟନ ମନ୍ତ୍ରୀ ହାସନ୍ ମୁସରିଫ୍ କହିଛନ୍ତି । ସେ କହିଛନ୍ତି ପ୍ରତି ପଞ୍ଚାୟତର ୩ଟି ଗାଁକୁ ପୁରସ୍କୃତ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି