Masthead

ଖୁବଶୀଘ୍ର କଂଗ୍ରେସ ଓ ବିଜେଡିର ମନ୍ତ୍ରୀ ଏବଂ ବିଧାୟକମାନେ ଦଳତ୍ୟାଗ କରି ବିଜେପିରେ ଯୋଗ ଦେବେ : ମୋହନ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପରେ ବିରୋଧୀ ଦଳ ନେତା ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବଡ ବୟାନ। କହିଲେ ଦେଇସାରିଛନ୍ତି ସଂକେତ। ଖୁବଶୀଘ୍ର ବିଜେପିରେ କଂଗ୍ରେସ ଓ ବିଜେଡିର ମନ୍ତ୍ରୀ ଏବଂ ବିଧାୟକମାନେ ଦଳତ୍ୟାଗ କରି ଦେବେ ଯୋଗ। କେନ୍ଦ୍ରୀୟ ନେତୃତ୍ଵଙ୍କ ସହ ଆଲୋଚନା କରି ମୋଦି ସରକାରଙ୍କ ପ୍ରତି ହୋଇଛନ୍ତି ଆକୃଷ୍ଟ। ରାଜ୍ୟର ଶାସନ ବ୍ୟବସ୍ଥା ପ୍ରତି ଅତିଷ୍ଠ ହେଲେଣି ନେତା। ଓଡ଼ିଶାରେ ସରକାର ଗଢିବ ବିଜେପି। ତେଣୁ ପରିବର୍ତ୍ତନ ପାଇଁ ବିଜେପିକୁ ଚୟନ କଲେଣି ନେତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ