ଆସୁଛି କରୋନା ଔଷଧ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଚିନ୍ତାରେ ଦେଶବାସୀ । ଏହା ମଧ୍ୟରେ ଆସିଛି ଏକ ଖୁସି ଖବର । କରୋନାକୁ ମାତ ଦେବା ପାଇଁ ଆସିବ କରୋନାର  ଔଷଧ । ଏହାକୁ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ‘ଫାଇଜର’ର ସିଇଓ ଆଲବର୍ଟ ବୋର୍ଲା । ସେ କହିଛନ୍ତି କି ଆସନ୍ତାବର୍ଷ ସୁଦ୍ଧା କମ୍ପାନୀ ପକ୍ଷରୁ କରୋନା ଔଷଧ ବଜାରରେ ଉପଲବ୍ଧ କରାଯିବ । ଯାହାର ପ୍ରସ୍ତୁତି ଏବେ ଚାଲିଛି ।

ମଙ୍ଗଳବାର ଦିନ  ବୋର୍ଲା କହିଛନ୍ତି, ଦୁଇଟି ଔଷଧର କାମ ଚାଲିଛି । ସେଥିରୁ ଗୋଟିଏ ଇଞ୍ଜେକ୍ସନ୍ ଓ ଅନ୍ୟଟି ଔଷଧ। ଏହି ଔଷଧ ଉପରେ ହିଁ ଅଧିକ ଧ୍ୟାନ ଦିଆଯାଇ କାମ ଚାଲିଛି। ଖାଇବା ଔଷଧର ଅନେକ ସୁବିଧା ରହିଛି। ସମ୍ପ୍ରତି କରୋନାଭାଇରସ୍ ବିପକ୍ଷରେ ଦିଆଯାଉଥିବା ଏକମାତ୍ର ଭୂତାଣୁ ନିରୋଧୀ  ଔଷଧ ହେଉଛି ‘ଜିଲ୍ଡ୍ ସାଇନ୍ସ୍’ଦ୍ୱାରା ନିର୍ମିତ ‘ରେମ୍ଡେସିଭିୟର୍ସ’। ଗତବର୍ଷ ମେ ମାସରେ ଏହାର ଜରୁରୀକାଳନୀ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଅକ୍ଟୋବର ମାସରେ “ୟୁଏସ୍ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍” ପୂର୍ଣ୍ଣ ଅନୁମୋଦନ ଦେଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’