Masthead

ବିଜେଡି ହାତରୁ ଗଲା ବ୍ରଜରାଜନଗର; ଅନାସ୍ଥା ଭୋଟିଂରେ ପଦ ହରାଇଲେ ପୌରାଧ୍ୟକ୍ଷ

ବ୍ରଜରାଜନଗର(ବଡ଼ ଖବର ବ୍ୟୁରୋ): ବ୍ରଜରାଜନଗରରେ ବିଜେଡି ସଫା । ବିଜେଡି ହାତରୁ ଗଲା ବ୍ରଜରାଜନଗର । ଅନାସ୍ଥା ଭୋଟିଂରେ ପଦ ହରାଇଲେ ବ୍ରଜରାଜନଗର ପୌରାଧ୍ୟକ୍ଷ । ଅନାସ୍ଥାରେ ହାରିଲେ ପୌରାଧ୍ୟକ୍ଷ ଯାଜ୍ଞସେନୀ ଓରାମ୍ । ଗତ ଜାନୁଆରୀ ୧୫ରେ ହୋଇଥିବା ଅନାସ୍ଥା ଭୋଟରେ ୨୩ ଜଣ କାଉନସିଲର ଭୋଟ ଦେଇଥିଲେ ।

ଏଥିରେ ଯାଜ୍ଞସେନୀଙ୍କ ବିପକ୍ଷରେ ୨୨ ଟି ଭୋଟ ପଡିଥିବା ବେଳେ ସପକ୍ଷରେ ୧ଟି ଭୋଟ ପଡିଥିଲା । ଅନାସ୍ଥା ଭୋଟ ଘଟଣାରେ ଯାଜ୍ଞସେନୀ ହାଇକୋର୍ଟର ଦ୍ୱାରସ୍ଥ ହେବାପରେ ଫଳାଫଳ ଘୋଷଣା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାପରେ ଶୁକ୍ରବାର ପୌରଅଧ୍ୟକ୍ଷାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ ଅନାସ୍ଥା ଭୋଟ ଗଣତି କରାଯାଇଛି । ଅନାସ୍ଥା ଭୋଟରେ ହାରିଯାଇଛନ୍ତି ପୌରଅଧ୍ୟକ୍ଷା ଯାଜ୍ଞସେନୀ ଓରାମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ