Masthead

ଡେଲ୍ଟା ଭାରିଆଣ୍ଟ ବିରୋଧରେ ଅଧିକ ପ୍ରଭାବଶାଳୀ କୋଭାକ୍ସିନ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ବାୟୋଟେକ ଓ ଆଇସିଏମଆର୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା ଡେଲ୍ଟା ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ଏନେଇ ତଥ୍ୟ ପ୍ରକାଶ କରିଛି ଆମେରିକାର ସ୍ୱାସ୍ଥ୍ୟ ଗବେଷଣା ଅନୁଷ୍ଠାନ । ଏନଆଇଏଚର ଅଧ୍ୟୟନ ଅନୁସାରେ, କୋଭାକ୍ସିନ୍ ନେଇଥିବା ଲୋକଙ୍କ ବ୍ଲଡ୍ ସେରମରୁ ଜଣାପଡ଼ିଛି ଏହା ଆଣ୍ଟିବଡି ସୃଷ୍ଟି କରୁଛି ।

ବ୍ରିଟେନ୍ ଓ ଭାରତରେ ଚିହ୍ନିତ କୋଭିଡ୍ ଭାରିଆଣ୍ଟ ଈ.୧.୧.୭ , ଈ.୧.୬୧୭ ବିରୋଧରେ କୋଭାକ୍ସିନ୍ ପ୍ରଭାବ ଦେଖାଉଛି । କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍ ତଥ୍ୟ ଅନୁସାରେ କୋଭାକ୍ସିନ୍ ସୁରକ୍ଷିତ ଅଟେ । କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଡାଟା ଚଳିତବର୍ଷ ଶେଷ ଆଡ଼କୁ ଆସିପାରେ । ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ୍ ୭୮ ପ୍ରତିଶତ ପ୍ରଭାବୀ କୁହାଯାଉଥିବା ବେଳେ ଏହା ମେଡିକାଲ ଆଡମିଶନରୁ ଶହେ ପ୍ରତିଶତ ବଞ୍ଚାଇଥାଏ । ସେହିଭଳି ଲକ୍ଷଣ ନଥିବା ବ୍ୟକ୍ତିଙ୍କ ଠାରେ କୋଭାକ୍ସିନ୍ ୭୦ ପ୍ରତିଶତ ପ୍ରଭାବୀ କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ