Masthead

ଶ୍ରୀକ୍ଷେତ୍ରରେ ଭିଡ଼, ଶ୍ରୀମନ୍ଦିର ଖାଲି: ବାରିକେଟ କମାଅ

ପୁରୀ(ବଡ଼ ଖବର ବ୍ୟୁରୋ): ଦୀର୍ଘ ୯ ମାସ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଗତ ୩ ତାରିଖରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ନେଗେଟିଭ୍ ରିପୋର୍ଟ ଧରି ଆସିଥିବା ଶ୍ରଦ୍ଧାଳୁ । ପ୍ରତ୍ୟେକ ଦିନ ୧୭ହଜାର ଭକ୍ତଙ୍କ ପାଇଁ ପ୍ରଶାସନ ବାରିକେଟର ବ୍ୟବସ୍ତା କରିଥିବାବେଳେ ଗତ ୪ ଦିନ ହେବ ଭକ୍ତସଂଖ୍ୟା ୫ ହଜାର ଛୁଇଁନି । ଶ୍ରୀକ୍ଷେତ୍ରରେ ପ୍ରତ୍ୟେକ ଦିନ ଭିଡ଼ ଲାଗୁଛି ସତ । ହେଲେ ଶ୍ରୀମନ୍ଦିର ଖାଁ ଖାଁ । କାରଣ ଜଗା ଦର୍ଶନ ପାଇଁ ପୁରୀକୁ ଲୋକଙ୍କ ସୂଅ ଛୁଟୁଥିବା ବେଳେ କୋଭିଡ ରିପୋର୍ଟ ଅଭାବରୁ ଶ୍ରୀମନ୍ଦିରର ସିଙ୍ଘଦ୍ୱାରରୁ ନିରାଶହୋଇ ଫେରୁଛନ୍ତି ଭକ୍ତ । ଅନ୍ୟ ପକ୍ଷରେ ୧୭ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଲଗାଯାଇଥିବା ବାରିକେଟ ଦେଇ ଏବେ ମାତ୍ର ୫ ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି । ଯାହାଫଳରେ ଅଜଥାରେ ଶ୍ରଦ୍ଧାଳୁ ମାନଙ୍କୁ ବାରିକେଟଦେଇ ଦୀର୍ଘବାଟ ଚାଲିବାକୁ ପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି