Before Header

ବଢିଲା ସିଲିଣ୍ଡର ଦର

0 51

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବଢିଲା ସିଲିଣ୍ଡର ଦର । ଗ୍ୟାସସିଲିଣ୍ଡର ଦାମ ୨୬୮ ଟଙ୍କା ବଢିଛି । ସମ୍ପ୍ରତି ସାଧାରଣ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିରେ ହତସନ୍ତ ହେଉଥିବାବେଳେ ବୋଝ ଉପରେ ନଳିତା ବଡ଼ା ଲଦି ଦେଇଛନ୍ତି । ନଭେମ୍ବର ୧ରୁ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ପୁଣି ବୃଦ୍ଧି କରାଯାଇଛି । ଭାରତୀୟ ତୈଳ ନିଗମ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୨୬୮ ଟଙ୍କା ବୃଦ୍ଧି ହୋଇଛି ।

Leave A Reply

Your email address will not be published.