ବିଧାନସଭାରେ ଡାଲି ଭର୍ସେସ ପାଗଳ ଉପାଖ୍ୟାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସୁଛି ନିର୍ବାଚନ । ବିଧାନସଭାରେ ଶାସକ, ବିରୋଧୀ କରୁଛନ୍ତି ଗର୍ଜନ । ଡାଲି ଏବଂ ପାଗଳ ଉପାକ୍ଷାନକୁ ନେଇ ସରଗରମ ରାଜ୍ୟ ରାଜନିତୀ । ଶାସକ ଦଳ କହୁଛି ବିରୋଧୀଙ୍କ ଭ୍ରଷ୍ଟ ହୋଇଗଲାଣି ମତି । ଏଥର ବିଧାନସଭାରେ କଣ ନଦେଖୁଛି ଏ ନୟନ । ସରକାର ବିରୋଧରେ କିଛି କହିଲେ ସିଧା ଗୃହରୁ ନିଲମ୍ବନ! ବିଜେପିର ଦୁଇ ବରିଷ୍ଠ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରି ବିରୋଧୀଙ୍କୁ ବିରୋଧ କରିବା ଲାଗି ଆହୁରି ବଳ ଯୋଗାଇ ଦେଇଛି ବିଜୁ ଜନତା ଦଳା ଡାଲି ପ୍ରକରଣକୁ ନେଇ ଗୁରୁବାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏବଂ ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ବାଚସ୍ପତି ପ୍ରମିଳା ମଲ୍ଲିକ ଅଧିବେଶନର ବାକି ସମୟ ତକ ଗୃହରୁ ନିଲମ୍ବନ କରିଛନ୍ତିା

ଏହାକୁ ନେଇ ରାଜନୀତି ଜୋର ଧରିଛିା ବାଚସ୍ପତି ଗୃହରେ ପାତରଅନ୍ତର କରୁଥିବା ବିରୋଧୀ କଂଗ୍ରେସ ଏବଂ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଶାସକ ଦଳ ବିଜେଡି ମଧ୍ୟ ବିରୋଧୀଙ୍କୁ ପ୍ରତି ଆକ୍ରମଣ କରିଛିା ବିରୋଧୀ ଦଳର ନେତାମାନେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବୋଲି ବିଜୁ ଜନତା ଦଳର ବରିଷ୍ଠ ସଭ୍ୟ କହିଛନ୍ତି । ଏଥର ବିଧାନସଭାରେ ବେଶ ରୋଚକ ଦୃଶ୍ୟ ଦେଖିବାକୁ ମିଳୁଛିା ବିନା ବିରୋଧୀଙ୍କ ଉପସ୍ଥିତିରେ ବିଲ ପାଶ୍ ହୋଇଯାଉଛିା ସେପଟେ ବିରୋଧୀ ମଧ୍ୟ ଶାସକ ଦଳକୁ ଘନଘନ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛିା କାରଣ ଆଗକୁ ନିର୍ବାଚନ ଆସୁଛିା

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ