‘ଡେଥ ୱାରେଣ୍ଟ’ ଜାରି ହୋଇ ସାରିଛି: ସଞ୍ଜୟ ରାଉତ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ସଞ୍ଜୟ ରାଉତଙ୍କ ବଡ଼ ବୟାନ । କହିଛନ୍ତି ମହାରାଷ୍ଟ୍ରରେ ଆସନ୍ତା ୧୫ ରୁ ୨୦ ଦିନରେ ଭାଙ୍ଗିଯବି ଶିନ୍ଦେ-ଫଡନାବିସ ସରକାର । ସେ କହିଛନ୍ତି ଏହି ସରକାରଙ୍କ ‘ଡେଥ ୱାରେଣ୍ଟ’ ଜାରି ହୋଇ ସାରିଛି। ଯାହା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ସଞ୍ଜୟ କହିଛନ୍ତି ସମସ୍ତେ ନିଜ ନିଜର ଗଣିତ ପ୍ରକାଶ କରୁଛନ୍ତି। ହେଲେ ଆମେ ଫଳାଫଳକୁ ଅପେକ୍ଷା ରଖିଛୁ।

ମୁଖ୍ୟମନ୍ତ୍ରୀ ଓ ସେମାନଙ୍କର ୪୦ ଜଣଙ୍କର ବର୍ତ୍ତମାନ ସୁଦ୍ଧା ଯେଉଁ ହୁକୁମତ ରହିଛି, ଏହା ଆସନ୍ତା ୧୫ରୁ ୨୦ ଦିନରେ ଭାଙ୍ଗିଯିବ। ମୁଁ ପୂର୍ବରୁ ଥରେ କହିଥିଲି କି ଫେବୃଆରୀ ସୁଦ୍ଧା ସରକାର ଭାଙ୍ଗିଯିବ। ହେଲେ କୋର୍ଟଙ୍କ ନିଷ୍ପତ୍ତି ବିଳମ୍ବରେ ଆସିଛି। ହେଲେ ଏହି ସରକାର ତିଷ୍ଠିବ ନାହିଁ। ଏବେ ଏହା ସ୍ଥିର ହୋଇଛି ଯେ କିଏ ଓ କେତେବେଳେ ହସ୍ତାକ୍ଷର କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’