Masthead

ଶିକ୍ଷାର ମାନ କମିବା କଥା ଗାଁ ଗହଳି ଲୋକଙ୍କୁ ପଚାରନ୍ତୁ, ଉତ୍ତର ମିଳି ଯିବ: ଦେବୀ ମିଶ୍ର

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ):  ଶିକ୍ଷା ବ୍ୟବସ୍ଥାକୁ ନେଇ ବିଜେଡି ବିଧାୟକ ଦେବି ପ୍ରସାଦ ମିଶ୍ରଙ୍କ ପ୍ରତିକ୍ରିୟା । କହିଛନ୍ତି ରାଜ୍ୟରେ ଶିକ୍ଷାର ମାନ ଜମା କମି ନାହିଁ । ସ୍କୁଲ ଶିକ୍ଷା ଲାଗି କେନ୍ଦ୍ର ସରକାର ଏବଂ ତାଙ୍କର ଅନୁଶୀଳନ ସଂସ୍ଥା ପ୍ରଶଂସା କରିଛନ୍ତି । ଫାଇଭଟି ଅଧୀନରେ ରାଜ୍ୟରେ ସ୍କୁଲରେ ଡିଜିଟାଲ ପ୍ରୟୋଗ ଏବଂ ଭିତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । କେଉଁ ଦିଗକୁ ନେଇ ସେ ମୂଲ୍ୟାୟନ କରିଛନ୍ତି ତାହାକୁ ଦେଖିବାକୁ ପଡ଼ିବ ।

ରାଜ୍ୟରେ ଶିକ୍ଷାର ମାନ କମିବା କଥା ଗାଁ ଗହଳି ଲୋକଙ୍କୁ ପଚାରନ୍ତୁ, ସ୍କୁଲ କମିଟିକୁ ପଚାରନ୍ତୁ, ଶିକ୍ଷକ ସମାଜ, ଅଭଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ପଚାରନ୍ତୁ ଆପଣ ଉତ୍ତର ପାଇଯିବେ । ସମସ୍ତେ ଖୁସି ଗାଁ ସ୍କୁଲରେ ସହରୀ ସୁବିଧା ଉପଲବ୍ଧ ହେଉଛି । ଏକବିଂଶ ଶତାବ୍ଦୀ ଜ୍ଞାନର ଯୁଗରେ ସ୍କୁଲଗୁଡିକ ଅସଜଡା ହୋଇ ପଡିଥିଲା । ଭିତିଭୂମି ନଥିଲା ଏବେ ପରିସ୍ଥିତି ବହୁତ ଭଲ ହୋଇଛି । ବିରୋଧୀଙ୍କୁ ଦେଖା ଯାଉନି ଯଦି ମୋର କିଛି କହିବାର ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା