Before Header

ପଞ୍ଚମୁଖୀ ହନୁମାନ ମନ୍ଦିର ଉଚ୍ଛେଦ

0 76

କଟକ (ବଡ଼ ଖବର ବ୍ୟୁରୋ): ବହୁ ବାଦ ବିବାଦ ପରେ ଏନଜିଟିର ନିର୍ଦେଶ କାର୍ଯ୍ୟକାରୀ ହେଲା । ମହାନଦୀ ଅଵବାହିକାର ରଟିଲୋ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରଶାସନ ଉଛେଦ କରିଛି ।

କିଶନନଗର ତହସିଲର ରଟିଲୋ ପଞ୍ଚାୟତର ମହାନଦୀ ଅଵବାହିକରେ ଦୁଇ ଏକରରୁ ଅଧିକ ଜମିରେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିର,କମ୍ୟୁନିଟି ହଲ, ଓ ପାର୍କକୁ ଏନଜିଟିର ନିର୍ଦେଶରେ ପ୍ରଶାସନ ଆଜି ସକାଳେ ଉଚ୍ଛେଦ କରିଛି । ଦଶ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ସମଗ୍ର ଅଞ୍ଚଳରେ ପ୍ରଶାସନ ୧୪୪ ଧାରା ଗତକାଲି ସନ୍ଧ୍ୟାରୁ ଲାଗୁ କରିଛି।

Leave A Reply

Your email address will not be published.