Before Header

ଜଳୁଛି ପାହାଡ଼, ଗାଁ ମୁହାଁ ଜୀବଜନ୍ତୁ

0 36

ବାଲେଶ୍ଵର(ବଡ଼ ଖବର ବ୍ୟୁରୋ): ଜଳୁଛି ବାଲେଶ୍ଵର ଜିଲ୍ଲାର ଦେବଗିରି ପାହାଡ଼। ହୁତୁ ହୁତୁ ହୋଇ ଜଳୁଛି ଦେବଗିରି ପାହାଡ଼ । ଭୟଭିତ ଅଞ୍ଚଳବାସୀ । ବିଳମ୍ବିତ ରାତିରେ କାଠ ମାଫିଆ ନିଆଁ ଲଗାଇଥିବାର ଅନୁମାନ କରାଯାଉଛି । ନିଆଁ କବଳରୁ ଜୀବନ ରକ୍ଷା ପାଇଁ ଗାଁ ମୁହାଁ ଜୀବଜନ୍ତୁ । ବାଲେଶ୍ବର ଜିଲ୍ଲା ସୋର ଔପଦାର ଦେବାଗିରି ପାହାଡରେ ଲାଗିଛି ଭୟଙ୍କର ନିଆଁ । ବନ ବିଭାଗ ନିଆଁ ଆୟତ୍ତ କରିବାରେ ବିଫଳ ହୋଇଛି । ରାତିହେଲେ ପ୍ରତିଦିନ ଜଳୁଛି ପାହାଡ଼ । ଏତେ ବଡ଼ ପାହଡ଼ରେ ନିଆଁ ଲାଗିବା ଦ୍ଵାରା ନିଆଁ ଓ ଧୁଆଁର ତାପରେ ପାହାଡ ର ଜଙ୍ଗଲ ଭିତରେ ଜୀବଜନ୍ତୁ ଏବେ ଅସୁରକ୍ଷିତ । ଜୀବନ ବିକଳରେ ଜନବସତି ମୁହାଁ ହୋଇଛନ୍ତି ଜୀବଜନ୍ତୁ ।

Leave A Reply

Your email address will not be published.