Masthead

ମଙ୍ଗଳାଙ୍କ ପୀଠରେ ଭକ୍ତ ଅସନ୍ତୁଷ୍ଟ

ପୁରୀ(ବଡ଼ ଖବର ବ୍ୟୁରୋ) :   ମାଁ ମଙ୍ଗଳା ଙ୍କ ପୀଠରେ ଯାତ୍ରୀନିବାସ ଥାଇ ମଧ୍ୟ, ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଯାତ୍ରୀନିବାସ ଉଦଘାଟନ ଆପେକ୍ଷାରେ ପ୍ରଶାସନ । ମା ମଙ୍ଗଳାଙ୍କ ଦର୍ଶନ ପାଇଁ କାହିଁ କେତେଦୂର ଆସୁଥିବା ଭକ୍ତମାନେ ଅସନ୍ତୋଷ ଓ ହନ୍ତସନ୍ତ ହେଉଛନ୍ତି । ଶୌଚ ପାଇଁ ବିଶ୍ରାମ ପାଇଁ ମଙ୍ଗଳାଙ୍କ ପୀଠରେ ଯାତ୍ରୀ ନିବାସ ଥାଇ ମଧ୍ୟ ତାହା ତାଲା ବନ୍ଦ ହୋଇ ପଡିରହିଛି ।

ଯାହାଫଳରେ ଶହ ଶହ ଭକ୍ତ ପ୍ରତିଦିନ ବହୁ ଅସନ୍ତୋଷ ହେଉଥିବାର ଦେଖିବାକୁ ମିଳୁଛି । ଯାତ୍ରୀନିବାସ ଉଦଘାଟନ ହୋଇନଥିବାରୁ ଏହା ଯାତ୍ରୀମାନଙ୍କ ବ୍ୟହାରରେ ଲାଗିପାରୁନାହିଁ । ପୂର୍ବରୁ ଥିବା ପୁରୁଣା ଯାତ୍ରୀନିବାସଟି ମଧ୍ୟ ଭାଙ୍ଗି ଯାଇଛି । ଭାଙ୍ଗି ଯାଇଥିବା ଘର ଏବେ ସ୍ଥାନୀୟ ଲୋକମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ସାଧାରଣ ଭାବେ ଶୌଚ ହେବାର ମଧ୍ୟ ବ୍ୟବସ୍ଥା ନାହିଁ । ଆସୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ