Masthead

ଟିକେଟ୍ ବଣ୍ଟାକୁ ନେଇ ବିଜେପିରେ ଥମୁନି ବିବାଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଶାୟୀଙ୍କୁ ଅଣଦେଖା ଆମଦାନୀଙ୍କୁ ଟିକେଟ । ସବୁ ଦଳରେ ଅସନ୍ତୋଷର ଲମ୍ବା ତାଲିକା । କେଉଁଠି ଭଙ୍ଗାରୁଜା କେଉଁଠି ଇସ୍ତଫା । ମୁଖିଆଙ୍କ ନିୟନ୍ତ୍ରଣ ବାହାରେ ନେତା? ଟିକେଟ୍ ବଣ୍ଟାକୁ ନେଇ ବିଜେପିରେ ଥମୁନି ବିବାଦ । ରାଜ୍ୟ ବିଜେପି ଅଫିସରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ଅସନ୍ତୁଷ୍ଟ ଆଶାୟୀ ଓ କର୍ମୀ । ଭୁବନେଶ୍ୱର ଜୟଦେବ ନିର୍ବାଚନମଣ୍ଡଳିରେ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସ୍ଥାନୀୟ ଅଞ୍ଚଳର ବିଜେପି ନେତା ଓ କର୍ମୀ ।

ଢାଲି ହଟାଓ ବ୍ୟାନର ଧରି ଶୋଭାଯାତ୍ରାରେ ଆସି ରାଜ୍ୟ କାର୍ଯ୍ୟାଳୟରେ ନାରାବାଜି କରିଛନ୍ତି । ବିଜେଡି ଛାଡି ବିଜେପିରେ ମିଶିଥିବା ଅରବିନ୍ଦ ଢାଲିଙ୍କୁ ଜୟଦେବରୁ ପ୍ରାର୍ଥୀ କରିଛି ବିଜେପି । ଏହାକୁ ବିରୋଧ କରିଛନ୍ତି ଆଶାୟୀ ପ୍ରାର୍ଥୀ । ଢାଲିଙ୍କ ଟିକେଟ କାଟି ତୃଣମୂଳସ୍ତରରେ ସଂଗଠନ କରୁଥିବା ସତ୍ୟପ୍ରୀୟ ବେହେରାଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ