Masthead

ବିଜେଡିକୁ ନେଇ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ । ବିଜେଡି ଆଉ ବିଜେଡି ହାତରେ ନାହିଁ ୫ଟି ସଚିବଙ୍କ ହାତକୁ ଚାଲିଗଲାଣି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆ ହେଉଥିଲେ ଏବେ ଆଗରେ ଠିଆ ହେଉଛନ୍ତି। ଛଅ ମାସ ହେଲା ପ୍ଲଟ ତିଆରି ହେବା ପରେ ସେ ସାମ୍ନାରେ ରହୁଛନ୍ତି। ଫଳରେ ବିଜେଡିର ବଡ଼ ବଡ଼ ନେତା ଅସନ୍ତୁଷ୍ଟ ଅଛନ୍ତି । ୫ଟି ସଚିବଙ୍କ ଗସ୍ତକୁ ନେଇ ଅସନ୍ତୋଷ ଥିବା ପ୍ରାଇଭେଟଲି ପ୍ରକାଶ କରିଛନ୍ତି। କିନ୍ତୁ ବାହାରେ ପ୍ରକାଶ କରିପାରୁନାହାନ୍ତି। କାରଣ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନର ବିଜେଡିର ସାଧା ଟିକେଟ ସଚିବଙ୍କ ହାତରେ ଅଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ କରି ସାରିଛନ୍ତି। ସେଥିପାଇଁ ସମସ୍ତେ ଚୁପ୍। ଆଜିର ସ୍ଥିତି ଯଦି ଚିତ୍ର ଠିକ୍ ରୁହେ ତେବେ ବିଜୁ ଜନତା ଦଳ ଜିତେ ।

ମୁଖ୍ୟମନ୍ତ୍ରୀଙ୍କ ଆସନରେ ଅନ୍ୟ ଜଣେ କିଏ ବସିଥିବେ। ମୁଖ୍ୟମନ୍ତ୍ରୀ ପ୍ରେସରରେ ଅଛନ୍ତି ସେ କିଛି ଜାଣନ୍ତିନି।୫ ଟି ସଚିବଙ୍କୁ ନ ଧରିଲେ ମୁଖ୍ୟମନ୍ତ୍ରୀଙ୍କ ପାଦ ଆଗକୁ ବଢ଼ିପାରୁନି। ୫ଟି ଯାହା ଚାହୁଛନ୍ତି ତାହା କରୁଛନ୍ତି।ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ କରିଛନ୍ତି । ୫ଟି ସଚିବ କିଏ ? ଲୋକେ ପ୍ରଶ୍ନ କରୁଛନ୍ତି । ତାଙ୍କୁ ଲୋକେ ଭୋଟ ଦେଇନାହାନ୍ତି।କିନ୍ତୁ ଶାସନର ମୁଖ୍ୟ ଭାବରେ ବଡ଼ ଚେହେରା ତାଙ୍କର ଆସୁଛି। ସେଥି ପାଇଁ ବିଜେପି ବିରୋଧ କରୁଛି। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ବୁଲୁଛନ୍ତି ଆମେ ତାଙ୍କୁ ବିରୋଧ କରି ନାହୁଁ। ସଚିବ କାହିଁକି ପ୍ରକଳ୍ପ ଘୋଷଣା କରିବେ। ତାକୁ ଆମେ ବିରୋଧ କରୁଛୁ କରିବୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ