Masthead

ଯାନ୍ତ୍ରିକ ତ୍ରୁଟି ପାଇଁ ଅଟକିଲା ଟ୍ରେନ, ଅଢେଇ ଘଣ୍ଟା ପରେ ସ୍ୱାଭାବିକ ହେଲା ଚଳାଚଳ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ସଇଁତଳାରେ ଅଟକି ରହିଲା ଇସ୍ପାତ ଟ୍ରେନ୍ । ଯାନ୍ତ୍ରିକ ତ୍ରୁଟି ଯୋଗୁ ସଇଁତଳା ରେଳ ଷ୍ଟେସନରେ ଟିଟିଲାଗଡ଼ -ହାୱାଡା ଇସ୍ପାତ ଏକ୍ସପ୍ରେସ ଅଢେଇ ଘଣ୍ଟା ଯାଏ ଅଟକି ରହିଥିଲା । ସକାଳ ୫.୪୫ ରୁ ୮ ଟା ସମୟ ଅଟକି ରହିଲା ଟ୍ରେନ୍ । ଦୀର୍ଘ ସମୟ ଧରି ଟ୍ରେନ୍ ଅଟକି ରହିବା ଯୋଗୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ବଲାଙ୍ଗିରରୁ ଏକ ନୂଆ ଇଞ୍ଜିନ୍ ଗଲା ପରେ ଇସ୍ପାତ ଏକ୍ସପ୍ରେସ ପୁଣି ସ୍ୱାଭାବିକ ଚଳାଚଳ ଆରମ୍ଭ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ