Masthead

ତାଲିବାନକୁ ବଳ ଯୋଗାଉଛି ପାକିସ୍ତାନ: ଆରିୟାନା ସୟିଦ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାକିସ୍ତାନ ଉପରେ ବର୍ଷିଲେ ଆଫଗାନର ଫେମସ ପପ୍ ଗାୟିକା ଆରିୟାନା ସୟିଦ । ମଙ୍ଗଳବାର ଏକ ଭିଡିଓ ଜାରି କରି ଆରିୟାନା କହିଛନ୍ତି ତାଲିବାନକୁ ଅଧିକ ବଳ ଯୋଗାଉଛି ପାକିସ୍ତାନ । ଆଫଗାନିସ୍ତାନକୁ ନିଜ ଆୟତ୍ତକୁ ନେବାକୁ ତାଲିବାନକୁ ଢାଲ କରୁଛି ପାକିସ୍ତାନ ବୋଲି କହିଛନ୍ତି ପପ୍ ଗାୟିକା । ଆଫଗାନିସ୍ତାନର ଦୁର୍ଦ୍ଦିନରେ ଭାରତର ସହାୟତାକୁ ନେଇ କୃତଜ୍ଞତା ଜଣାଇଛନ୍ତି ଆରିୟାନା ।

ତେବେ ପାକିସ୍ତାନ ସରକାର ତାଲିବାନୀ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଉଥିବା କହିଛନ୍ତି ଆରିୟାନା। ବିଶ୍ୱ ସମୁଦାୟକୁ ଅପିଲ କରି ଆରିୟାନା କହିଛନ୍ତ, ପାକିସ୍ତାନକୁ କୌଣସି ପ୍ରକାର ଆର୍ଥିକ ସହାୟତା ନ ଯୋଗାନ୍ତୁ । କେବଳ ଆଫଗାନିସ୍ତାନ ନୁହେଁ, ସମଗ୍ର ବିଶ୍ୱ ପାଇଁ ତାଲିବାନ ଏକ ସତର୍କ ଘଣ୍ଟି । ତେଣୁ ସବୁ ରାଷ୍ଟ୍ର ଏହାର ସମାଧାନର ସୂତ୍ର ବାହାର କରନ୍ତୁ । ଆରିୟାନା ଆଫଗାନିସ୍ତାନରୁ ଯାଇ ଏବେ ଦୋହାରେ ଆଶ୍ରୟ ନେଇଛନ୍ତି । ଆଗକୁ ମଧ୍ୟ ସଙ୍ଗୀତ ପରିବେଷଣ ଜାରି ରଖିବେ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା