Before Header

ପୁରୀରେ ପୁଣି ଲାଗିଲା ନିଆଁ

0 73

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ରେଳଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମ ପାଖ ଅଳିଆଗଦାରେ ଲାଗିଲା ନିଆଁ। ନିଆଁ ଲାଗିବା ପରେ ତୁରନ୍ତ ଟ୍ରାକକୁ ଖାଲି କରାଯାଇଛି । ଅଗ୍ନିଶମ ବାହୀନି ନିଆଁକୁ ଆୟତ କରିଥିବା ବେଳେ ଟ୍ରାକରେ ବର୍ତ୍ତମାନ ଟ୍ରେନ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ଷ୍ଟେସନ ମ୍ୟାନେଜର ଓ ରେଳବାଈ ଅଧିକାରୀ ଉପସ୍ଥିତ ଅଛନ୍ତି । ନିଆଁ ମନୁଷ୍ୟକୃତ କି ନୁହେଁ ସେନେଇ ଆରମ୍ଭ ହୋଇଛି ତଦନ୍ତ। ସୂଚନା ଦେଲେ ଜିଆରପି ଥାନା ଅଧିକାରୀ ସନ୍ତୋଷ ବାହିନୀପତି ।

Leave A Reply

Your email address will not be published.