Masthead

ପ୍ରଥମେ ନିଜ ଦଳକୁ ସଜାଡନ୍ତୁ , ପରେ ବିରୋଧୀ ଦଳକୁ ଆକ୍ଷେପ କରନ୍ତୁ : ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିର ଦୁଇ ବରିଷ୍ଠ ନେତାଙ୍କ ନାଁରେ ବଧୂ ନିର୍ଯାତନା ଅଭିଯୋଗ ପରେ ବିରୋଧୀଙ୍କ ସମାଲୋଚନା । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ବିଜେଡି ଆଗ ନିଜେ ମହିଳାମାନଙ୍କୁ ସମ୍ମାନ ଦେଉ ପରେ ବିରୋଧୀଙ୍କୁ ଆକ୍ଷେପ କରିବ । ବିଜେଡିର ଅନେକ ନେତା ମନ୍ତ୍ରୀଙ୍କ ନାଁ ରେ ନାରୀ ନିର୍ଯାତନା ମାମଲା ରହିଛି ।

ଏବେ ପୁଣି ଦୁଇ ଦୁଇ ଜଣ ବିଜେଡି ନେତାଙ୍କ ନାଁ ରେ ବଧୂ ନିର୍ଯାତନା ଅଭିଯୋଗ ଆସୁଛି । ଜଣେ ବଲାଙ୍ଗୀର ଓ ଜଣେ କେନ୍ଦ୍ରାପଡା ଜିଲ୍ଲାର ବିଜେଡି ନେତା । ମୁଖ୍ୟମନ୍ତ୍ରୀ ଏହାକୁ ଦେଖନ୍ତୁ । ତାଙ୍କ ଦଳର ନେତା ମନ୍ତ୍ରୀ ଓ କର୍ମୀମାନେ କେତେ ମାଆମାନଙ୍କୁ ସମ୍ମାନ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ଏଥିରେ ସିଧାସଳଖ ହସ୍ତକ୍ଷେପ କରିବା ଦରକାର ଏବଂ ନିଜ ଦଳ ହିସାବରେ ଡାକି ତାର ମିମାଂଶା କରିବା ଦରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ