Masthead

ଆମେରିକା ବାଲ୍‌ଟିମୋର ବ୍ରିଜ୍‌ ଦୁର୍ଘଟଣା, ୬ ଶ୍ରମିକ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଧକ୍କା ଦେଲା ମାଲବାହୀ ଜାହାଜ ଭୁଶୁଡ଼ିପଡିଲା ପୋଲ । ଆମେରିକା ବାଲ୍‌ଟିମୋର ବ୍ରିଜ୍‌ ଦୁର୍ଘଟଣା ଘଟଣାରେ ୬ ମୃତ । ନିଖୋଜ ଥିବା ୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ଗତକାଲି କାର୍ଗୋସିପ୍‌ ଧକ୍କା ଦେବା ପରେ ବ୍ରିଜଟି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲା । ଜାହାଜରେ ଥିବା ସମସ୍ତ ୨୨ ଭାରତୀୟ ସୁରକ୍ଷିତ ଥିବା ସୂଚନା ।

ଗତକାଲି ଆମେରିକାର ବାଲଟିମୋର ସହରରେ ଏକ ପୋଲରେ କଣ୍ଟେନର ଜାହାଜ ଧକ୍କା ହେବା ଫଳରେ ପୋଲଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ପୋଲରେ ଥିବା କିଛି ଯାନବାହନ ଓ ଲୋକେ ନଦୀରେ ଖସିପଡିଥିଲେ । କିଛି ସେକେଣ୍ଡରେ ନଦୀ ମଧ୍ୟରେ ଲୀନ ହୋଇଯିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଦିନ ତମାମ ଉଦ୍ଧାର ଅପରେସନ ଚାଲିଥିଲେ ସୁଦ୍ଧା ଏବେବି ଅନେକ ନିଖୋଜଙ୍କ ପତ୍ତା ମିଳିନି । କିଛି ଉଦ୍ଧାର ମଧ୍ୟ ହୋଇଛନ୍ତି । ଏବେ ମଧ୍ୟ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ