ବାପାର ମୁଣ୍ଡ କାଟିଲା ପୁଅ

ବାରିପଦାରେ (ବଡ଼ ଖବର ବ୍ୟୁରୋ): ବାରିପଦାରେ ଚାଞ୍ଚଲ୍ୟ । ଚାନ୍ଦୁଆ ଥାନା ଚାନ୍ଦୁଆ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ବାପାକୁ ହତ୍ୟା ପରେ ମୁଣ୍ଡ କାଟିନେଲା ପୁଅ । ମୁଣ୍ଡ କାଟି ହତ୍ୟା ପରେ ମୁଣ୍ଡ ଧରି ଚମ୍ପଟ ମାରିଲା ସାନ ପୁଅ । ମା’କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିବା ସୂଚନା । ପାରିବାରିକ କଳହରୁ ହତ୍ୟାକାଣ୍ଡ, ଘଟଣାସ୍ଥଳରେ ପୋଲିସର ତନାଘନା । ସୂଚନା ଅନୁସାରେ ବିଳମ୍ୱିତ ରାତିରେ ବାପା ଓ ପୁଅ ମଧ୍ୟରେ ହୋଇଥିଲା ବଚାସା।

ପାରିବାରିକ ଅଶାନ୍ତି ନେଇ ବିଳମ୍ୱିତ ରାତିରେ ବାପାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି ପୁଅ। ମୃତ ବ୍ୟକ୍ତି ହେଉଛନ୍ତି ଚାନ୍ଦୁଆ ଗ୍ରାମର ବାଇଧର ସିଂ। ହତ୍ୟାକାରୀ ପୁଅ ଶମ୍ଭୁନାଥ ସିଂ। ଚାନ୍ଦୁଆ ପୋଲିସ କଟା ମୁଣ୍ଡ ଓ ଧାରୁଆ ଅସ୍ତ୍ରକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଚାନ୍ଦୁଆ ପୋଲିସ। ବାପାଙ୍କୁ ହତ୍ୟା କରି କଟା ମୁଣ୍ଡାଙ୍କୁ ବ୍ୟାଗରେ ପୁରାଇ, ହାତରେ ଧରି ଥାନାକୁ ଚାଲି ଚାଲି ଗଲା ଅଭିଯୁକ୍ତ ପୁଅ। ଗ୍ରାମରେ ଶୋକାକୁଳ ପରିବେଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’